Categories: ଜାତୀୟ

ମୁଖତାର୍‌ ଅନସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ, ୫ ଲକ୍ଷ ଟଙ୍କା ଜରିମାନା

ଗାଜିପୁର,୨୭।୧୦: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ମୁଖତାର୍‌ ଅନସାରୀଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ସହିତ ମୁଖତାର୍‌ ଅନସାରୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହି ମାମଲାରେ ସୋନୁ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ଏବଂ ୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲାରେ ଗାଜିପୁର କୋର୍ଟ ଗୁରୁବାର (୨୬ ଅକ୍ଟୋବର) ମାଫିଆ ଏବଂ ପୂର୍ବତନ ବିଧାୟକ ମୁଖତାର୍‌ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Share