ରହସ୍ୟର ଗାଁ କୁଲଧରା। ଯେଉଁ ଗାଁରେ, ଘର ଅଛି ହେଲେ ନାହାନ୍ତି ମଣିଷ। କୁହାଯାଏ, ଏହି ଗାଁରେ ରାତି ହେଲେ ଏକ ଭିନ୍ନ ପ୍ରକାରର ଶବ୍ଦ ଶୁଣାଯାଏ। ଦୀର୍ଘ ବର୍ଷ ପରେ ମଧ୍ୟ ଘର ଗୁଡିକ ଆଜି ବି ଠିକ ସେମିତି ସୁରକ୍ଷିତ ରହିଛି। ଦେଖନ୍ତୁ କେଉଁ କାରଣ ପାଇଁ ଗାଁଟି ଜନଶୂନ୍ୟ ହୋଇଯାଇଛି ? କ’ଣ ରହିଛି ଏହା ପଛର ରହସ୍ୟ?