ଦର୍ଶକ ବନ୍ଧୁ ଅପାଣ ଅନେକ ଥର ରାଜମହଲର କାହାଣୀ ଓ ରାଜା ରାଣୀଙ୍କ କାହାଣୀ ଶୁଣିଥିବେ । ଏବଂ କେବେ କେବେ ରାଜମହଲରେ ଭୁତ, ପ୍ରେତତ୍ମା କଥା ମଧ୍ୟ ଶୁଣିଥିବେ । ଆଉ ଏହାକୁ ନେଇ ଆପଣଙ୍କ ମନରେ ଭୟ ମଧ୍ୟ ସୃଷ୍ଟି ହୋଇଥିବ । ଆମ ଦେଶରେ ଏଭଳି କିଛି ରହସ୍ୟମୟ ସ୍ଥାନ ରହିଛି ଯେଉଁଠି କି ଭୂତ, ପ୍ରେତତ୍ମା ଶକ୍ତି ରହିଥିବା ଶୁଣିବାକୁ ମିଳେ । ଏଭଳି ଏକ ସ୍ଥାନ ହେଉଛି ରାଜସ୍ଥାନର ଭାନଗଡ । ଯାହା ଦେଶର ଦର୍ଶନୀୟ ସ୍ଥଳୀ ସହ ପ୍ରଥମ ଷବଙ୍କଦ୍ଭଗ୍ଧରୟ କ୍ଟ୍ରକ୍ଷବମର ଭାବେ କୁହାଯାଏ । ଆଜି ଏହି ସ୍ପେଶାଲ ଏପିସୋଡରେ ଜାଣିବା ଭାନଗଡର ଇତିହାସ ସମ୍ପର୍କରେ ।