ଜର୍ଜିଆ ମେଲୋନି ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ…

ରୋମ,୨୨।୧୦ :  ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଜର୍ଜିଆ ମେଲୋନି ଶନିବାର ଶପଥ ଗ୍ରହଣ କରିଛନ୍ତି। ୪୫ ବର୍ଷ ବୟସ୍କା ମେଲୋନି ପ୍ରଥମ ଦକ୍ଷିଣପନ୍ଥୀ ନେତ୍ରୀ ଭାବେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଛନ୍ତି। ଇଟାଲୀର ରାଷ୍ଟ୍ରପତି ସେର୍ଗିଓ ମାଟାରେଲାଙ୍କ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

Share