Posted inଜାତୀୟ

ସିଏଜି ଭାବେ ନିଯୁକ୍ତ ହେଲେ ଜମ୍ମୁ-କଶ୍ମୀରର ପୂର୍ବତନ ଏଲ୍‌ଜି ଗିରୀଶ ମୁର୍ମୁ

ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଗୁରୁବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ନିଯୁକ୍ତି ମିଳିଛି। ଠିକ୍‌ ଆଜିକୁ ବର୍ଷେ ତଳେ ଜମ୍ମୁ-କଶ୍ମୀରର ବିଭାଜନ ହୋଇ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦ୍ଦାଖ କରାଯାଇଥିଲା। ଏହାପରେ ମୁର୍ମୁଙ୍କୁ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ(ଏଲ୍‌ଜି) ଭାବେ ନିଯୁକ୍ତ କରାଯାଇଥିଲା। ହେଲେ ବୁଧବାର ସେ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ମୁର୍ମୁ ୧୯୮୫ ବ୍ୟାଚର ଗୁଜରାଟ କ୍ୟାଡର ଆଇଏଏସ୍‌। ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମୁର୍ମୁଙ୍କୁ ପ୍ରନ୍ସିପାଲ ସେକ୍ରେଟାରୀ ଭାବେ ଚୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ଏହିସବୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

ନୂଆଦିଲ୍ଲୀ ,୧୦।୩:ପାର୍ଲାମେଣ୍ଟର ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହେଉଛି। ବିରୋଧୀ ଦଳ ଭୋଟର ତାଲିକାରେ ଜାଲିଆତି, ଡୁପ୍ଲିକେଟ୍‌ ଭୋଟର ଫଟୋ ପରିଚୟ ପତ୍ର...

ଚାମ୍ପିୟନ୍ସ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୯ା୩: ଭାରତୀୟ ଦଳ ୪ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଛନ୍ତି। ଏହି ଉପଲବ୍ଧି ପରେ ଭାରତୀୟ ଦଳ ନିକଟକୁ ସୋସିଆଲ...

ମୋଦିଙ୍କୁ ଭେଟିଲେ ଯୋଗୀ, କ୍ୟାବିନେଟ୍‌ ବୃଦ୍ଧି ନେଇ ଜୋର୍‌ଦାର ଆଲୋଚନା

ଲକ୍ଷ୍ନୌ,୯ା୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ମାର୍ଚ୍ଚ ୯ରେ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ମହାକୁମ୍ଭ ସମାପ୍ତ ହେବା ପରେ ଏହା...

ମହିଳାମାନେ ପର୍ସରେ ଲିପ୍‌ଷ୍ଟିକ୍‌, ଲଙ୍କା ପାଉଡର ଏବଂ ରାମପୁରୀ ଛୁରୀ ରଖିବା ଉଚିତ; ମନ୍ତ୍ରୀଙ୍କ ପରାମର୍ଶ…

ମୁମ୍ବାଇ,୯।୩: ମହିଳାମାନେ ନିଜ ପର୍ସରେ ରାମପୁରୀ ଛୁରୀ ରଖିବା ଉଚିତ। କିଛି ଏଭଳି ପରାମର୍ଶ ଦେଇ ଚର୍ଚ୍ଚାରେ ଦେବେନ୍ଦ୍ର ଫଡନବୀସଙ୍କ ସରକାରଙ୍କ ମନ୍ତ୍ରୀ ଗୁଲାବରାଓ ପାଟିଲ।...

IND vs NZ: ଚାମ୍ପୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ପାଇଁ ଲାଗିଛି 5000 କୋଟି ଟଙ୍କାର ବେଟିଂ! ଜାଣନ୍ତୁ କାହାକୁ ଜିତେଇବ ସଟ୍ଟାବଜାର

ନୂଆଦିଲ୍ଲୀ,୯।୩:ଆରମ୍ଭ ହୋଇଯାଇଛି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ମେଗା ମ୍ୟାଚ ପାଇଁ ଏପର୍ଯ୍ୟନ୍ତ 5000 କୋଟି ଟଙ୍କାର ବେଟିଂ...

୧୪୦ ବର୍ଷ ଇତିହାସର ସବୁଠାରୁ ଅସଫଳ ନେତା, ଆମର ଟ୍ରମ୍ପକାର୍ଡ…ରାହୁଲଙ୍କ ଉପରେ ବର୍ଷିଲା ଭାଜପା

ନୂଆଦିଲ୍ଲୀ,୯।୩: ଭାରତୀୟ ଜନତା ପାର୍ଟି (ଭାଜପା) ଶନିବାର କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନିଜ ଦଳର ନେତାମାନଙ୍କ ବିଷୟରେ ମନ୍ତବ୍ୟକୁ ନେଇ ତାଙ୍କୁ କଟାକ୍ଷ କରିଛି।...

IIFA Digital Awards 2025: ଚମକିଲେ କ୍ରିତି-ବିକ୍ରାନ୍ତ, ଶ୍ରେଷ୍ଠ ଫିଲ୍ମ Amar Singh Chamkila

ନୂଆଦିଲ୍ଲୀ,୯।୩: IIFA 2025 ଜୟପୁରରେ ମାର୍ଚ୍ଚ ୮ରେ ଆୟୋଜିତ ହୋଇଯାଇଛି। ଏହି ପୁରସ୍କାର ସମାରୋହକୁ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଏବଂ କାର୍ତ୍ତିକ ଆର୍ଯ୍ୟନ ହୋଷ୍ଟ...

ଉପରାଷ୍ଟ୍ରପତି ଏମ୍ସରେ ଭର୍ତ୍ତି, ଡାକ୍ତର କହିଲେ…

ନୂଆଦିଲ୍ଲୀ,୯ା୩: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯାଇଛି। ସୂତ୍ର ଅନୁସାରେ, ଶନିବାର ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image