Posted inଫୁରସତ

ପୁଅଙ୍କର ଏହି ୪ ଗୁଣକୁ ପସନ୍ଦ କରନ୍ତି ଝିଅ : ଜାଣନ୍ତୁ ସେ ସବୁ କ’ଣ

ପୁଅ ମାନଙ୍କ କିଛି ଅଭ୍ୟାସ ଅଛି ଯାହା ଝିଅ ମାନଙ୍କୁ ବହୁତ ପସନ୍ଦ ଆସିଥାଏ। ପ୍ରତ୍ୟେକ ଝିଅ ଚାହାନ୍ତି ସେମାନଙ୍କ ପାର୍ଟନର ଏହି ସବୁ ଗୁଣର ଅଧିକାରୀ ହୁଅନ୍ତୁ। ସାଧାରଣତଃ ପୁଅମାନେ ଝିଅମାନଙ୍କ ପସନ୍ଦ ଆସିବା ପାଇଁ ଅନେକ କିଛି କରିଥାନ୍ତି। ତେବେ କିଛି ଏପରି ଅଭ୍ୟାସ ଅଛି ଯାହା ଝିଅମାନଙ୍କୁ ବେଶି ଭଲ ଲାଗିଥାଏ। ଜାଣନ୍ତୁ ସେ ସମ୍ପର୍କରେ ….

ଭଲ ବ୍ୟବହାର

ଝିଅମାନେ ଭଲ ବ୍ୟବହାର ପଦର୍ଶନ କରୁଥିବା ପୁଅମାନଙ୍କୁ ପସନ୍ଦ କରନ୍ତି । ସେମାନେ ନମ୍ର ପ୍ରକୃତିର ଯୁବକମାନଙ୍କୁ ବନ୍ଧୁ କରିବାକୁ ଚାହିଁନ୍ତି। କାରଣ ଭଲ ଆଚରଣ କରୁଥିବା ବ୍ୟକ୍ତି ସବୁଠାରେ ସମ୍ମାନ ପାଇଆନ୍ତି।

ସମ୍ମାନ
ଅନେକ ସମୟରେ ଝିଅମାନେ ସେହି ପୁଅମାନଙ୍କୁ ପସନ୍ଦ କରିଥାନ୍ତି। ଯେଉଁମାନେ ଅନ୍ୟକୁ ସମ୍ମାନ ଦେଇଥାନ୍ତି। କାରଣ ସେମାନେ ଏହା ଜାଣିଥାନ୍ତି ଯେ ଯେଉଁ ପୁଅ ଅନ୍ୟକୁ ସମ୍ମାନ କରେ ସେ କେବେ କାହାକୁ ଅସଦାଚରଣ କରିପାରିବ ନାହିଁ।

ଯତ୍ନଶୀଳ
ଝିଅମାନେ ପ୍ରକୃତରେ ଯତ୍ନ ନେଉଥିବା ପୁଅମାନଙ୍କୁ ପସନ୍ଦ କରନ୍ତି। ଏହିଭଳି ପୁଅମାନଙ୍କ ସହିତ ବନ୍ଧୁତା କରିବାକୁ ସେମାନେ ଆଗ୍ରହ ପ୍ରକାଶ କରନ୍ତି। ଝିଅମାନେ ଏହିଭଳି ପୁଅ ଖୋଜନ୍ତି ଯେଉଁମାନେ ସେମାନଙ୍କର ଯତ୍ନ ନେଉଥିବେ । ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କୁ ସମର୍ଥନ କରୁଥିବେ।

ସଚ୍ଚୋଟ

ଝିଅମାନେ ସଚ୍ଚୋଟ ପୁଅମାନଙ୍କୁ ପସନ୍ଦ କରନ୍ତି। ସୋନେ ତାଙ୍କ ପାର୍ଟନର ଭାବେ ସଚ୍ଚୋଟ ପୁଅମାନଙ୍କୁ ଖୋଜନ୍ତି ଯେଉଁମାନେ କେବଳ ତାଙ୍କୁ ଭଲ ପାଉଥିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri