ଏହି ପ୍ରକାରର ପୁଅଙ୍କ ପ୍ରତି ପ୍ରଭାବିତ ହୁଅନ୍ତି ଝିଅ…

ଝିଅମାନେ କେଉଁ ପ୍ରକାରର ପୁଅଙ୍କ ପ୍ରତି ବେଶ୍‌ ପ୍ରଭାବିତ ହୋଇଥାନ୍ତି ତାହା ଜାଣିବାକୁ ଯୁବକମାନେ ସବୁବେଳେ ଚାହିଁଥାନ୍ତି। ପୁଅଙ୍କର କେଉଁ ପ୍ରକାରର ପର୍ସନାଲିଟି ପ୍ରତି ଝିଅମାନେ ବେଶ୍‌ ଆକର୍ଷିତ ହୁଅନ୍ତି ତାହାକୁ ନେଇ ଅନେକ ପ୍ରକାରର ରିସର୍ଚ୍ଚ ମଧ୍ୟ ହୋଇଛି । ମନୋବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସବୁ ବୟସର ଝିଅମାନଙ୍କୁ ନେଇ ଏହି ପରୀକ୍ଷା କରିଥିଲେ। ଏଥିରୁ ଜଣାପଡିଲା ଯେ, ପୁଅଙ୍କୁ ପସନ୍ଦ କରିବା ପାଇଁ ଝିଅଙ୍କ ପାଖରେ କୌଣସି ଗୋଟିଏ କାରଣ ନ ଥାଏ। ସମସ୍ତଙ୍କ ପସନ୍ଦ ଭିନ୍ନ ଭିନ୍ନ ହୋଇଥାଏ। କାହାକୁ ଥଟ୍ଟା-ମଜା କରୁଥିବା ପୁଅ ପସନ୍ଦ ତ ଆଉ କାହାକୁ ସାଧାସିଧା ପୁଅ। ତେବେ ପରୀକ୍ଷା ଆଧାରରେ କେଉଁ ପ୍ରକାରର ପୁଅଙ୍କ ପ୍ରତି ଝିଅମାନେ ବେଶ୍‌ ପ୍ରଭାବିତ ହୁଅନ୍ତି ଜାଣିବା ସେ ବିଷୟରେ…
ପରଫ୍ୟୁମ୍‌ ଲଗାଉଥିବା ପୁଅ:
ଇଣ୍ଟରନ୍ୟାସନାଲ ଜର୍ଣ୍ଣାନ ଅଫ୍‌ କସ୍‌ମେଟିକ୍‌ ସାଇନ୍ସରେ ପ୍ରକାଶିତ ଆର୍ଟିକଲ ଅନୁସାରେ, ଅଧିକାଂଶ ଝିଅମାନେ ପରଫ୍ୟୁମ୍‌ ଲଗାଉଥିବା ପୁଅମାନଙ୍କୁ ପସନ୍ଦ କରିଥାନ୍ତି।
ଫ୍ଲଟ କରୁଥିବା ପୁଅମାନେ: ଫ୍ଲଟ୍‌ କରୁଥିବା ପୁଅମାନଙ୍କୁ ଝିଅମାନେ ପସନ୍ଦ କରନ୍ତି ନାହିଁ ବୋଲି କୁହାଯାଏ। ମାତ୍ର ଗବେଷଣାରୁ ଏହା ଭୁଲ ପ୍ରମାଣିତ ହୋଇଛି। ଆମେରିକାର ପ୍ରସିଦ୍ଧ ଲେଖିକା ହେଲେନ ଫିଶରଙ୍କ କହିବାନୁଯାୟୀ, ଅଧିକାଂଶ ମହିଳାଙ୍କୁ ପୁରୁଷଙ୍କ ଫ୍ଲଟ ପସନ୍ଦ ଆସିଥାଏ। ମହିଳାମାନେ ସେମାନଙ୍କ ପ୍ରଶଂସା ଶୁଣିବାକୁ ମଧ୍ୟ ପସନ୍ଦ କରିଥାନ୍ତି।
ବୟସରେ ବଡ଼: ଅଧିକାଂଶ ଝିଅମାନେ ନିଜଠାରୁ ବୟସରେ ବଡ଼ ପୁଅଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ଝିଅମାନେ ନିଜଠାରୁ କମ୍‌ ବୟସର ପୁଅଙ୍କୁ ପସନ୍ଦ କରି ନ ଥାନ୍ତି।
ଲାଲ ରଙ୍ଗ: ଚାଇନା, ଇଂଲଣ୍ଡ, ଜର୍ମାନ ଏବଂ ଆମେରିକାରେ ହୋଇଥିବା ଏକ ପରୀକ୍ଷାରୁ ଏହା ଜଣାପଡ଼ିଛି ଯେ, ଝିଅମାନେ ଲାଲ ରଙ୍ଗପ୍ରତି ବେଶ୍‌ ଆକର୍ଷିତ ହୋଇଥାନ୍ତି। ଲାଲ ରଙ୍ଗର ପୋଷାକ ପିନ୍ଧିଥିବା ପୁଅଙ୍କୁ ଝିଅମାନେ ବେସି ପସନ୍ଦ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷ ୨୦୨୫ରେ କେଉଁ ରାଶି ପାଇଁ କେଉଁ ରଙ୍ଗ ଏବଂ ନମ୍ବର ହେବ ଭାଗ୍ୟଶାଳୀ? ଜାଣନ୍ତୁ…

ଆସୁଛି ନବବର୍ଷ ୨୦୨୫। ଏହା ସୌଭାଗ୍ୟ, ସମୃଦ୍ଧି ଏବଂ ଖୁସି ପାଇଁ ଉଲ୍ଲେଖନୀୟ ବର୍ଷ ହେବ। ଏହି ବର୍ଷରେ କେଉଁ ରାଶି ଲାଗି କେଉଁ ରଙ୍ଗ...

ନୂଆ ବର୍ଷରେ ଏହି ୩ ରାଶିଙ୍କ ଟେନସନ୍‌ ବଢ଼ାଇବେ ମଙ୍ଗଳ; ଧନହାନୀ ସହ ଆସିପାରେ ଏସବୁ ସମସ୍ୟା

ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୪। ଆସିବ ନୂଆ ବର୍ଷ ୨୦୨୫। ଏହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଏମିତିରେ ଅନେକେ ବର୍ଷଟି...

ଭୁଲ୍‌ରେ ବି କ୍ରିସ୍‌ମସ୍‌ ଟ୍ରିକୁ ମୁଖ୍ୟଦ୍ୱାର ସମ୍ମୁଖରେ ରଖିବେ ନାହିଁ, ଜାଣନ୍ତୁ କେଉଁଠି ରଖିବା ଶୁଭ…

ଖୁସିର ପର୍ବ କ୍ରିସ୍‌ମସ୍‌ ଆସିଲେ ଚାରିଆଡ଼େ ସକାରାତ୍ମକ ତଥା ଉତ୍ସବର ପରିବେଶ ଖେଳିଯାଏ। ସେଥିପାଇଁ ପ୍ରଭୁ ଯୀଶୁଙ୍କର ଏହି ମହାନ୍‌ ପର୍ବକୁ ଏବେ ସବୁ ଧର୍ମର...

କ୍ରିସ୍‌ମସ୍‌ରେ ପ୍ରିୟଜନଙ୍କୁ କେଉଁ ଗିଫ୍ଟ ଦେବା ଶୁଭ,ଜାଣନ୍ତୁ…

ଆନନ୍ଦ ଉଲ୍ଲାସର ପର୍ବ କ୍ରିସ୍‌ମସ୍‌କୁ ବେଶ୍‌ ଉତ୍ସାହ ସହକାରେ ଚାରିଆଡ଼େ ପାଳନ କରାଯାଇଥାଏ। ଏହିଦିନ ଅନେକେ ପରସ୍ପରକୁ ଗିଫ୍ଟ ଦେଇ ସୁଖଦ ଭବିଷ୍ୟତର କାମନା କରିଥାନ୍ତି।...

୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା

ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍‌ ୨୩ ଡିସେମ୍ବରରୁ...

ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଏହି ୫ କଥା ଜାଣିନିଅନ୍ତୁ , ନଚେତ…

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା...

ଖାଲି ପ୍ରେମ ନୁହେଁ, ପୁରୁଷସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ….

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri