ରାଶି ଅନୁଯାୟୀ ଏବଂ ରାଶିରେ ଲେଖାଯାଇଥିବା ପ୍ରଥମ ନାମରୁ ଜଣେ ବ୍ୟକ୍ତି ଏବଂ ତାର ପ୍ରକୃତି ବିଷୟରେ ଜଣାପଡ଼ିଥାଏ। ତେବେ ଜାଣିବା ଏସ୍ ନାମଧାରୀ ଝିଅଙ୍କ ବିଷୟରେ। -ଏହି ଝିଅମାନେ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ।
-ଏସ୍ ନାମଧାରୀ ଝିଅମାନେ ବହୁତ ବୁଦ୍ଧିମାନ। ଏମାନେ ସହଜରେ ସବୁକଥା ବୁଝିପାରନ୍ତି। ଏମାନେ ଜୀବନକୁ ସ୍ବତନ୍ତ୍ର କରିବା ପାଇଁ କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି।
-ଏମାନେ ବହୁତ ବିଶ୍ୱସ୍ତ। ଥରେ ପ୍ରତିଜ୍ଞା କଲେ କେବେ ଭୁଲନ୍ତି ନାହିଁ କି ଭାଙ୍ଗନ୍ତି ନାହିଁ ମଧ୍ୟ। ଏମାନେ ଯେଉଁଠାକୁ ଯାଆନ୍ତି ଲିଡର ହେବାକୁ ଚାହାନ୍ତି।
-ଏହି ନାମଧାରୀ ଝିଅମାନେ ନିଜ ସାଥୀଙ୍କୁ କେବେ ପ୍ରତାରଣ ଦିଅନ୍ତି ନାହିଁ। ଏମାନେ ନିଜ ସମ୍ପର୍କକୁ ଦୃଢ଼ କରିବା ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିଥାନ୍ତି।