ଆନିଭର୍ସାରିରେ ଲାଇଫ୍‌ ପାର୍ଟନର୍‌ଙ୍କୁ ଦିଅନ୍ତୁ ଏମିତି ଗିଫ୍ଟ…ହୋଇଯିବେ ଖୁସି

ବିବାହ ପରେ ପ୍ରଥମ ଆନିଭର୍ସାରିକୁ ମେମୋରେବଲ୍‌ କରିବାକୁ ଆଜିକାଲି ସବୁ କପଲଙ୍କର ଇଚ୍ଛା ରହିଛି । ତେଣୁ ଏହି ଦିନଟିକୁ କିପରି ସ୍ପେଶାଲ କରିବେ ଭାବିଭାବି ସମୟ ପଳାଏ, ହେଲେ ଡିସାଇଡ୍‌ କରିପାରନ୍ତିନି ଯେ କ’ଣ କରିବେ,କ’ଣ ସ୍ବାମୀଙ୍କୁ ଗିଫ୍ଟ ଦେବେ। ଯଦି ଆପଣ ଏପରି କିଛି ପ୍ଲାନିଂ କରୁଥାନ୍ତି ଏବଂ ଲାଇଫ୍‌ ପାର୍ଟନରଙ୍କୁ ଖୁସି କରିବାକୁ ଚାହୁଁଥାନ୍ତି ତେବେ ଏମିତି କିଛି ଗିଫ୍ଟ ଦିଅନ୍ତୁ ଯାହା ତାଙ୍କୁ ପସନ୍ଦ ଆସିବ । ଜାଣନ୍ତୁ , ଏ ସମ୍ପର୍କରେ କେତୋଟି ଟିପ୍ସ…

ଆନିଭର୍ସାରି ଗିଫ୍ଟ
ଫଟୋ କ୍ୟାଲେଣ୍ଡର: ନିଜର ପ୍ରଥମ ଆନିଭର୍ସାରିରେ ଆପଣ ଲାଇଫ୍‌ ପାର୍ଟନରଙ୍କୁ ନିଜ ଜୀବନ ସହ ଜଡ଼ିତ ଫଟୋ କ୍ୟାଲେଣ୍ଡର ଗିଫ୍ଟ କରନ୍ତୁ। ଏହା ଆପଣଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ ହେବ ଯାହାକୁ ଆପଣ ଏକ ଫ୍ରେମ୍‌ ଭିତରେ ସାଇତି ରଖିପାରିବେ। ବଜାରରେ ଏଲ୍‌ଇଡି ଲାଇଟ୍‌ ଥିବା ଫଟୋଫ୍ରେମ୍‌ ମିଳୁଛି ଯାହା ଦେଖିବାକୁ ଷ୍ଟାଇଲିଶ୍‌ ଲାଗିଥାଏ।
ପରଫ୍ୟୁମ୍‌ : ଯଦି ଆପଣ ନିଜ ସ୍ବାମୀଙ୍କୁ ଆନିଭର୍ସାରିରେ କିଛି ଗିଫ୍ଟ ଦେବାକୁ ଚାହୁଁଛନ୍ତି ତେବେ ତାଙ୍କ ପାଇଁ ପରଫ୍ୟୁମ୍‌ ଭଲ ଅପ୍‌ସନ ରହିବ। ଯାହାକୁ ସେ ଅଫିସ୍‌ ଯିବା ସମୟରେ ପକାଇ ଯାଇପାରିବେ। ଏହାକୁ ସେ ଯେକୌଣସି ସମୟରେ ବି ବ୍ୟବହାର କରିପାରିବେ। କେତେ ଜଣ ଆରମ୍ଭରୁ ତାଙ୍କ ଲିଷ୍ଟରେ ମନରେ ରଖିଥାନ୍ତି ଯେ ଏହାକୁ ଗିଫ୍ଟ ଦେବେ ବୋଲି।
ଓ୍ବାଚ୍‌: ବେଳେବେଳେ କୌଣସି ବି ଅକେଜନ୍‌ରେ ମହିଳାମାନେ ନିଜ ପାର୍ଟନରଙ୍କୁ ଓ୍ବାଚ୍‌ ଗିଫ୍ଟ କରିଥାନ୍ତି। ସେ ଆନିଭର୍ସାରି ହେଉ କି ଜନ୍ମଦିନ। ଯଦି ଆପଣ ବି ଓ୍ବାଚ୍‌ ଦେବାକୁ ଚିନ୍ତା କରୁଥାନ୍ତି ତେବେ ମାର୍କେଟ୍‌ରେ ବିଭିନ୍ନ ପ୍ରକାର ବ୍ରାଣ୍ଡ୍‌ର ଓ୍ବାଚ୍‌ ମିଳୁଛି ତାହାକୁ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଟିକୁ ଖାଦ୍ୟ ପ୍ରତି ଆଗ୍ରହ ସୃଷ୍ଟି କରାଇବାକୁ ଚାହୁଁଥିଲେ… ଆପଣାନ୍ତୁ ଏହି ଟିପ୍ସ

ପିଲାଟିକୁ ଜନ୍ମଦେବା ପରେ ତାହାର ଲାଳନପାଳନ ଦାୟିତ୍ୱ ମା’କୁ ହିଁ ନେବାକୁ ପଡ଼ିଥାଏ। କାରଣ ଶିଶୁଟିକୁ ଠିକ୍‌ ସମୟରେ ଖୁଆଇବା ସହ ତାହାର ସ୍ବାସ୍ଥ୍ୟ ପ୍ରତି...

କିଡ୍‌ନୀ ଫେଲ୍‌ ହେଲେ ଦେଖାଦିଏ ଏସବୁ ଲକ୍ଷଣ

କିଡ୍‌ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ପ୍ରତିଶତ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ...

ବାତ ବ୍ୟାଧିର ଉପଚାର

ମାନବ ଶରୀର ତ୍ରିଦୋଷ (ବାତ, ପିତ୍ତ, କଫ)ର ବିକୃତି କାରଣରୁ ବ୍ୟାଧି ଉତ୍ପନ୍ନ ହୁଏ। ବାତ ବିକୃତି କାରଣରୁ ପକ୍ଷାଘାତ (ପାରାଲିସିସ୍‌), ଆମବାତ (ରୁମାଟଏଡ୍‌ ଆଥର୍‌ରାଇଟିସ୍‌),...

ଡାକ୍ତରୀ ଜୀବନ

ମଣିଷ ସୃଷ୍ଟିର ଇତିହାସ ଯେତେ ପୁରୁଣା, ହୁଏତ ସେତିକି ପୁରୁଣା ରୋଗୀ ଆଉ ଚିକିତ୍ସକଙ୍କ ମଧ୍ୟରେ ସମ୍ପର୍କ। ତେଣୁ ମୁନିଋଷି, ଦାର୍ଶନିକ, ରାଜା ମହାରାଜା, ଏପରିକି...

ଏହି ୪ ଗୁଣ ମହିଳାଙ୍କ ଭିତରେ ଥିଲେ ଭାଗ୍ୟବାନ ହୁଅନ୍ତି ସ୍ବାମୀ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ...

ସୁଖ-ସମୃଦ୍ଧି ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ଲୁଣ, ଜାଣନ୍ତୁ କ’ଣ କୁହେ ବାସ୍ତୁ…

ଲୁଣକୁ କେବଳ ଖାଦ୍ୟରେ ବ୍ୟବହାର କରାଯାଏ ତାହା ନୁହେଁ, ସୁଖ-ସମୃଦ୍ଧି ବୃଦ୍ଧି ହେଉ ଅବା ଶରୀରର ଥକାପଣକୁ ଦୂର କରିବାରେ ବି ଏହାର ଥାଏ ଅନେକ...

କେବଳ ଘରର ସୌନ୍ଦର୍ଯ୍ୟ ନୁହେଁ, ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

ଘରକୁ ନାଶ କରିଦେବ ଏହି ଗଛର ଛାଇ, ସାଜିପାରେ ଅକାଳ ମୃତ୍ୟୁର କାରଣ

ବେଳେବେଳେ ଘର ନିର୍ମାଣ କରିବା ସମୟରେ ଆମ ଚାରିପାଖରେ ଉପସ୍ଥିତ ଜିନିଷ ପ୍ରତି ଧ୍ୟାନ ଦେଇନଥାଉ । ଏହି କାରଣରୁ,ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri