Categories: ଜାତୀୟ

ଜୁଲାଇ ୩୧ ପର୍ଯ୍ୟନ୍ତ ଗୋ ଫାଷ୍ଟର ସମସ୍ତ ଉଡାଣ ବାତିଲ

ନୂଆଦିଲ୍ଲୀ,୩୦।୭: ଗୋ ଫାଷ୍ଟର ସମସ୍ତ ଉଡାଣକୁ ୩୧ ଜୁଲାଇ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଯାତ୍ରୀଙ୍କୁ କ୍ଷମାମାଗି ଏୟାରଲାଇନ୍ସ କମ୍ପାନୀ ତା’ର ସମସ୍ତ ଉଡାଣକୁ ଜୁଲାଇ ୩୧ ପର୍ଯ୍ୟନ୍ତ ରଦ୍ଦ କରି ଦେଇଛି। ପରିଚାଲନା କାରଣରୁ, ଗୋଫାଷ୍ଟ ପୁଣିଥରେ ମଙ୍ଗଳବାର ପର୍ଯ୍ୟନ୍ତ ଏହାର ସମସ୍ତ ବିମାନକୁ ବାତିଲ କରିଦେଇଛ। ଗୋ ଫର୍ଷ୍ଟ କମ୍ପାନୀ ଏହାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ କରି ଏ ବିଷୟରେ ସୂଚନା ଦେଇଛି। ସେ କହିଛନ୍ତି ଯେ ଫାଷ୍ଟ ପରିଚାଳନା କାରଣରୁ ଗୋଫାଷ୍ଟ ଜୁଲାଇ ୩୧ ପର୍ଯ୍ୟନ୍ତ ତା’ର ସମସ୍ତ ବିମାନ ବନ୍ଦ କରିଦେଇଛି। ଏହା ସହିତ କମ୍ପାନୀ ବାରମ୍ବାର ଯାତ୍ରୀମାନଙ୍କୁ କ୍ଷମା ମାଗିଛି।

Share