କାର୍ଯ୍ୟକାଳ ସରିବା ପୂର୍ବରୁ ବାଇଡେନ ନେଲେ ବଡ଼ ନିଷ୍ପତ୍ତି: ୧୫୦୦ କଏଦୀଙ୍କୁ ରାଜକ୍ଷମା

ଓ୍ବାଶିଂଟନ୍‌,୧୩।୧୨: କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ବଡ଼ ପଦକ୍ଷେପ ନେଇଛନ୍ତି। ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ୧୫୦୦ ଜଣଙ୍କୁ ସେ କ୍ଷମା ପ୍ରଦାନ କରିଛନ୍ତି। ଆପରାଧିକ ମାମଲାରେ ୩୯ ଜଣଙ୍କୁ କ୍ଷମା ଦେଇଛନ୍ତି ରାଷ୍ଟ୍ରପତି। ମୁକ୍ତ କଏଦୀଙ୍କ ଭିତରେ ୪ ଭାରତୀୟ ଥିବା ସୂଚନା ମିଳିଛି। କିଛି ଦିନ ତଳେ ଜେଲଜ୍‌ରେ ଥିବା ନିଜ ପୁଅକୁ କ୍ଷମା କରିଥିଲେ ବାଇଡେନ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ ଟାଇମ ମାଗାଜିନର ‘ପର୍ସନ ଅଫ୍‌ ଦି ଇୟର’

ଓ୍ବାଶିଂଟନ, ୧୩।୧୨:ଟାଇମ ମାଗାଜିନ ପକ୍ଷରୁ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୪ ପାଇଁ ‘ପର୍ସନ ଅଫ୍‌ ଦି ଇୟର’ ଭାବେ ନାମିତ କରାଯାଇଛି। ଏହି...

ନିଜ ସୁନା ଚେନ୍‌ ବିକୁଛନ୍ତି ଫେସବୁକ ପ୍ରତିଷ୍ଠାତା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କାଲଫର୍ନିଆ,୧୩।୧୨: ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଗୋଲ୍ଡ ପ୍ଲେଟେଡ୍‌ କ୍ୟୁବା ଚେନ ଆଜିକାଲି ଚର୍ଚ୍ଚାରେ ଅଛି। ଏହି ଚେନ୍‌ ଅନଲାଇନ ନିଲାମ ପାଇଁ ଉପଲବ୍ଧ ଏବଂ...

ନେପାଳ ସେନା ମୁଖ୍ୟଙ୍କୁ ଭାରତୀୟ ସେନାର ସମ୍ମାନଜନକ ଜେନେରାଲ ର଼୍ୟାଙ୍କ

ନୂଆଦିଲ୍ଲୀ,୧୨।୧୨: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେପାଳ ସେନା ମୁଖ୍ୟ ଅଶୋକ ରାଜ୍‌ ସିଗଦେଲଙ୍କୁ ଭାରତୀୟ ସେନାର ସମ୍ମାନଜନକ...

କିଙ୍ଗ୍‌, କୁଇନ ହେବା ପାଇଁ ପ୍ରିନ୍ସ ଓ୍ବିଲିୟମ, ପ୍ରିନ୍ସେସ କେଟ୍‌ଙ୍କ ପ୍ରସ୍ତୁତି ଆରମ୍ବ

ଲଣ୍ଡନ, ୧୨।୧୨:ବ୍ରିଟେନ୍‌ର ଓ୍ବେଲ୍ସ ଯୁବରାଜ ଓ୍ବିଲିୟମ (୪୨) ଓ ଯୁବରାଣୀ କେଟ ମିଡିଲଟନ୍‌ (୪୨) କିଙ୍ଗ୍‌ ଓ କୁଇନ ହେବା ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି...

ଇରାନରେ ହିଜାବ ନିୟମ ହେଲା ଆହୁରି କଠିନ, ଡ୍ରେସ କୋଡର ଉଲ୍ଲଂଘନ କଲେ ମିଳିବ ମୃତ୍ୟୁ ଦଣ୍ଡ

ତେହେରାନ,୧୨।୧୨: ଇରାନ ଏହାର କଠୋର ନିୟମ ପାଇଁ ବେଶ୍‌ ଜଣାଶୁଣା। ସୂଚନାଯୋଗ୍ୟ, ଇରାନ ହିଜାବ ସମ୍ବନ୍ଧରେ ନୂତନ ନିୟମ ଲାଗୁ କରିଛି ଯାହା ବିବାଦର କାରଣ...

ପୁଣି ଲ୍ୟାବ୍‌ରୁ ଲିକ୍‌ ହେଲା ମାରାତ୍ମକ ଭାଇରସ୍‌, ଦେଶରେ ହାଇ ଆଲର୍ଟ!

କ୍ୱିନସଲ୍ୟାଣ୍ଡ,୧୨।୧୨: ପୁଣି ଲ୍ୟାବ୍‌ରୁ ଲିକ୍‌ ହୋଇଛି ମାରାତ୍ମକ ଭାଇରସ୍‌। ଅଷ୍ଟ୍ରେଲିଆର ଏକ ଲାବରୋଟରୀରୁ ଶତାଧିକ ଘାତକ ଭାଇରସ ନମୁନା ନିଖୋଜ ହୋଇଯାଇଛି। କ୍ୱିନସଲ୍ୟାଣ୍ଡ ସରକାର ଏହି...

୨୦୨୪ରେ ଗୁଗଲରେ ଭାରତ ବିଷୟରେ ଏସବୁ ସର୍ଚ୍ଚ କରିଛନ୍ତି ପାକିସ୍ତାନୀ, ଲିଷ୍ଟ ଦେଖିଲେ ଉଡିବ ହୋଶ୍‌

ନୂଆଦିଲ୍ଲୀ,୧୨।୧୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯିବାକୁ ଭାରତୀୟ କ୍ରିକେଟ ଦଳ ମନା କରିଦେଇଛି। ଏହାର ପ୍ରଭାବ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ...

ଚାଇନାକୁ ଧମକ ଦେଉଛି ଆମେରିକା, ଅନ୍ୟପଟେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ କଲା ନିମନ୍ତ୍ରଣ

ଓ୍ବାଶିଂଟନ/ବେଜିଂ,୧୨।୧୨: ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ ଚେଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଜାନୁଆରୀ ୨୦ରେ ତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri