ଏହି ୫ ରାଶିର ବ୍ୟକ୍ତିଙ୍କୁ ୨୦୨୨ରେ ମିଳିବ ମନପସନ୍ଦର ଜୀବନସାଥୀ, ରହିଛି ଅତ୍ୟନ୍ତ ସୁନ୍ଦର ଯୋଗ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି। ଏମିତିରେ ଆସନ୍ତା ବର୍ଷକୁ ନେଇ ସମସ୍ତଙ୍କ ମନରେ ଅନେକ ଆଶା ରହିଛି। କିଏ ଚାକିରି ତ କିଏ ବିବାହକୁ ନେଇ ଅନେକ କିଛି ଭାବି ରଖିଛନ୍ତି। ଆଜି ଆମେ କହିବାକୁ ଯାଉଛୁ ଏମିତି ୫ ରାଶି ବିଷୟରେ ଯେଉଁମାନଙ୍କର ୨୦୨୨ରେ ବିବାହ ଯୋଗ ରହିଛି। ସମୟରେ ବିବାହ ହେବା ଲାଗି କୁଣ୍ଡଳୀରେ ଗୁରୁ ଏବଂ ଶୁକ୍ର ଗ୍ରହ ମଜଭୂତ ରହିବା ଆବଶ୍ୟକ। ଆସନ୍ତୁ ଜାଣିବା ୨୦୨୨ରେ କେଉଁ ରାଶିର ବ୍ୟକ୍ତିବିଶେଷ ବିବାହ କରିବେ…

୧-କର୍କଟ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ନୂଆ ବର୍ଷ ଧନ ଏବଂ ଜୀବନସାଥୀ ମାମଲାରେ ବେଶ ଭଲ ରହିବ। ଅଗଷ୍ଟ ୭ରେ ଶୁକ୍ର ଏହି ରାଶିରେ ପ୍ରବେଶ କରିବେ। ଏଥିଲାଗି ବିବାହ ଯୋଗ ସୃଷ୍ଟି ହେବ। ଏଣୁ ଆପଣଙ୍କ ଲାଗି ସେପ୍ଟେମ୍ବର ଏବଂ ଅକ୍ଟୋବର ମାସ ବିବାହ ଯୋଗ ସୃଷ୍ଟି ହୋଇପାରେ। ଯଦି ଆପଣ ଏହି ବର୍ଷ ପ୍ରେମ ବିବାହ କରିବାକୁ ଚାହଁ ତେବେ ମଧ୍ୟ ଏହି ବର୍ଷ ଭାଗ୍ୟଶାଳୀ ରହିବ। ହେଲେ ଏଥିପାଇଁ କୁଣ୍ଡଳୀରେ ଶୁକ୍ର ଏବଂ ଗୁରୁ ଗ୍ରହ ମଜଭୂତ ହେବା ଜରୁରୀ।

୨- ସିଂହ ରାଶି: ନୂଆ ବର୍ଷରେ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ବିବାହର ପ୍ରବଳ ଯୋଗ ରହିଛି। ଏହି ରାଶିର ଜାତକଧାରୀଙ୍କ ଜୀବନରେ ବର୍ଷ ଆରମ୍ଭରୁ ଖାସ ବ୍ୟକ୍ତି ଆସିପାରନ୍ତି। ଏପ୍ରିଲରୁ ସେପ୍ଟେମ୍ବର ମାସରେ ଏହି ରାଶିର ଜାତକଧାରୀଙ୍କ ପାଇଁ ବିବାହ ହେବା ନଚେତ ପକ୍କା ହେବାର ବିଶେଷ ସମ୍ଭାବନା ରହିଛି।

୩- କନ୍ୟା ରାଶି: ନୂଆ ବର୍ଷରେ କନ୍ୟା ରାଶିର ଲୋକଙ୍କ ପାଇଁ ଶୁଭ। ବର୍ଷ ଆରମ୍ଭର ଚାରି ମାସ ପରେ ଜୀବନସାଥି ଖୋଜା ଉପରେ ବିରାମ ଳାଗିବ। କାରଣ ୨୪ ସେପ୍ଟେମ୍ବରରେ ଶୁକ୍ର ଆପରଙ୍କ ରାଶିରେ ପ୍ରବେଶ କରିବେ।ଏହି ସମୟରେ ଆପଣ ନିଜ ଜାବନସାଥୀଙ୍କୁ ଭେଟତବେ ଏବଂ ଶୀଘ୍ର ବିବାହ କରିବେ। ଏହି ବିବାହ ବିଜ୍ଞାପନ ନଚେତ କେଉଁଜଣେ ସମ୍ପର୍କୀୟଙ୍କ ପ୍ରଚେଷ୍ଟା ଯୋଗୁ ହୋଇପାରେ।

୪-ବିଛା ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ନୂଆ ବର୍ଷ ଧନ ଏବଂ କ୍ୟାରିୟର ମାମଲାରେ ବହୁତ ଭଲ ରହିବ। ପ୍ରଥମ କିଛି ମାସ ଆପଣଙ୍କୁ ପାର୍ଟନର ଖୋଜିବା ଲାଗି ସଂଘର୍ଷ କରିବାକୁ ପଡ଼ିପାରେ, ହେଲେ ଜୁଲାଇ ପରେ ସବୁକିଛି ଆପଣଙ୍କ ପକ୍ଷରେ ହେବା ଆରମ୍ଭ କରିବ। କାରଣ ନଭେମ୍ବରରେ ଶୁକ୍ର ଏହି ରାଶିରେ ପ୍ରବେଶ କରିବେ। ଏହାପରେ ଆପଣଙ୍କୁ ଭଲ ଜୀବନସାଥୀ ମିଳିପାରେ।

୫-ମୀନ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ନୂଆ ବର୍ଷ ବହୁତ ମହତ୍ୱପୂର୍ଣ୍ଣ। କାରଣ ଏପ୍ରିଲ ୧୩ରୁ ଏହି ରାଶିରେ ବୃହସ୍ପତି ଗୋଚର କରିବାକୁ ଯାଉଛନ୍ତି। ଏଣୁ ରାଶିର ଜାତକଧାରୀଙ୍କ ପାଇଁ ବିବାହର ବହୁତ ଭଲ ଯୋଗ ସୃଷ୍ଟି ହେବ। ଯେଉଁମାନେ ଅନେକ ସମୟ ଧରି ଜୀବନସାଥୀ ଖୋଜି ଆସୁଛନ୍ତି ସେମାନଙ୍କୁ ଏହି ବର୍ଷ ସାଥୀ ମିଳିବ। ଆପଣଙ୍କ ବିବାହ ବିଜ୍ଞାପନ ନଚେତ କେଉଁଜଣେ ସମ୍ପର୍କୀୟଙ୍କ ପ୍ରଚେଷ୍ଟା ଯୋଗୁ ହୋଇପାରେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri