ପୁଣି ବଡ଼ ଛଟେଇ କଲେ ଗୁଗୁଲ୍-ଆମାଜନ: ଏକା ସାଙ୍ଗରେ ଏତିକି କର୍ମଚାରୀ ହରାଇଲେ ଜୀବିକା

ନୂଆଦିଲ୍ଲୀ, ୧୧।୧: କିଛି ଦିନରେ ବିରତି ପରେ ପୁଣି ବଡ଼ ସଂଖ୍ୟାରେ ଛଟେଇ କରିଛନ୍ତି ଆମେରିକୀୟ ଟେକ୍ ଜାଏଣ୍ଟସ୍ ଗୁଗୁଲ୍ ଏବଂ ଆମାଜନ। ଗୁଗୁଲ୍ ଏହାର ଭଏସ ଆକ୍ଟିଭେଟେଡ଼ ଗୁଗୁଲ୍ ଆକ୍ଟିଭେଟେଡ଼ ଆସିଷ୍ଟାଣ୍ଟ ସଫ୍ଟୱେର ଟିମକୁ ଛଟେଇ କରିବ। ସେହିଭଳି ଇ-କମର୍ସ କମ୍ପାନୀ ଆମଜନ ଏହାର ଓଟିଟି ପ୍ଳାର୍ଟଫର୍ମ ପ୍ରାଇମ ଭିଡିଓ ଏବଂ ଆମାଜନ ଏମଜିଏମ ସ୍ଟୁଡ଼ିଓରୁ ଅନେକ କର୍ମଚାରୀଙ୍କୁ ଛଟେଇ କରିବ।

ଗୁଗୁଲ୍ ମୁଖପାତ୍ର ଏହା ସ୍ପଷ୍ଟ କରିଛନ୍ତି ଯେ, ପୁନର୍ଗଠନ ପ୍ରକ୍ରିୟାରେ ଏହି ଛଟେଇ କରାଯାଇଛି। ଗୁଗୁଲ୍ ଆସିଷ୍ଟାଣ୍ଟ ସହିତ କୁତ୍ରିମ ବୁଦ୍ଧିମତା(ଏଆଇ) ଯୋଡି ନୂଆ ପ୍ରଡକ୍ଟ କରିବା ପାଇଁ ଟିମ୍ ଗଠନ କରାଯିବ। ସେହିପରି ଆମାଜନ କହିଛି ପ୍ରତିବର୍ଷ ଆମେ ବ୍ୟବସାୟରେ ଆଗକୁ ବଢାଇବା ପାଇଁ ତଥା ଆମର ଦର୍ଶକମାନଙ୍କୁ ନୂଆ ସିନେମା, ସିରିଏଲ ଏବଂ ସିଧାପ୍ରସାରଣ କାର୍ଯ୍ୟକ୍ରମ ଭେଟିଦେବାକୁ ସୁଯୋଗ ଖୋଜିଥିଲୁ। ଏହି କ୍ରମରେ ଆମେ କିଛି କ୍ଷେତ୍ରରେ ନିବେଶ କମାଇ ଆମର କଣ୍ଟେଣ୍ଟ ଏବଂ ବିଷୟବସ୍ତୁ ଉପରେ ଧ୍ୟାନ ଦେବାକୁ ନିଷ୍ପତି ନେଇଛୁ।

୨୦୨୩ ଜାନୁଆରୀରେ ଗୁଗୁଲ୍ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ବର୍ତ୍ତମାନ ଗୁଗୁଲ୍ ର ପ୍ରାୟ ୧ଲକ୍ଷ ୮୦ ହଜାର କର୍ମଚାରୀ ରହିଛନ୍ତି। ଅନ୍ୟପଟେ ଆମାଜନ ମଧ୍ୟ ଗତବର୍ଷ ପ୍ରାୟ ୨୭ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri