Posted inUncategorized

ଗୁରୁଦିବସରେ ଗୁଗଲର ଡୁଡଲ: ଶିକ୍ଷକଙ୍କ ପ୍ରତି ଏପରି ଜଣାଇଲା ସମ୍ମାନ

ନୂଆଦିଲ୍ଲୀ: ଆଜି ଗୁରୁଦିବସ। ପୂର୍ବତନ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଏ। ଏହି ଦିନରେ ଛାତ୍ରୀଛାତ୍ରମାନେ ନିଜର ଗୁରୁଙ୍କୁ ମନେପକାଉଛନ୍ତି। ଏହି କ୍ରମରେ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ ମଧ୍ୟ ଡୁଡଲ କରି ଏହି ଦିନକୁ ପାଳନ କରୁଛି।

ବର୍ତ୍ତମାନ ସମୟରେ କରୋନା ଭାଇରସକୁ ନେଇ ସ୍କୁଲ କଲେଜ ବନ୍ଦ ରହିଛି। ଫଳରେ ଶିକ୍ଷାର ସ୍ବରୂପ ମଧ୍ୟ ବଦଳିଛି। ଏବେ ସ୍କୁଲ କଲେଜ ଯିବା ପରିବର୍ତ୍ତେ ଛାତ୍ରମାନେ ଘରେ ବସି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। ଏଣୁ ଗୁଗୁଲ କରିଥିବା ଡୁଡଲରେ ଏହାର ଝଲକ ଦେଖିବାକୁ ମିଳୁଛି। ଏଥିରେ ବହି, ଲ୍ୟାପଟପ୍‌, ସ୍କେଲ, ବଲ୍ବ, ସ୍କୁଲର ଘଣ୍ଟି, ପେନ୍‌ସିଲ, କଲର୍‌ ବୋର୍ଡ, ପୃଥିବୀ ଏବଂ ପିଲାମାନଙ୍କୁ ରେଖାଙ୍କିତ କରି ଶିକ୍ଷକଙ୍କ ପ୍ରତି ସମ୍ମାନ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଡୁଆରେ ଗମ୍ଭୀର, ବଡ଼ ଧରଣର ଠକେଇ ନେଇ କୋର୍ଟ ଦେଲେ ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧।୧୦: ଭାରତୀୟ ଟିମ୍‌ର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଅଡ଼ୁଆ ଥମିବାର ନାଁ ନେଉନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ହାରିବା ପରେ ସେ ବର୍ତ୍ତମାନ ତୃତୀୟ...

ନିର୍ବାଚନ ପରବର୍ତ୍ତୀ ହିଂସା ଆଶଙ୍କା କଲେ ଆମେରିକୀୟ ଭୋଟର

ଓ୍ବାଶିଂଟନ,୨୮ା୧୦: ୨୦୨୦ ଭଳି ଏଥର ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଘଟିପାରେ ବୋଲି ଅନେକେ ଆମେରିକୀୟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିକଟରେ ଏପି-ଏନ୍‌ଓଆର୍‌ସି...

ନୂତନ ଗ୍ରହ ଆବିଷ୍କାର କଲେ ବୈଜ୍ଞାନିକ: ପୃଥିବୀଠାରୁ ୫ ଗୁଣା ବଡ଼

ଅହମଦାବାଦ, ୨୮।୧୦:ଭାରତ ସରକାରଙ୍କ ମହାକାଶ ବିଭାଗ ଅଧୀନ ଅହମଦାବାଦସ୍ଥିତ ଫିଜିକାଲ ରିସର୍ଚ୍ଚ ଲାବରେଟୋରି(ପିଆର୍‌ଏଲ୍‌)ର ବୈଜ୍ଞାନିକମାନେ ସୋମବାର ବାହ୍ୟ ଗ୍ରହ ବିଜ୍ଞାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଆବିଷ୍କାରର...

ସିଏସ୍‌କେ ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ ଧୋନୀ

ନୂଆଦିଲ୍ଲୀ,୨୬।୧୦: କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ ୨୦୨୫ ଖେଳିବେ କି ନାହିଁ ସେନେଇ ଦୀର୍ଘଦିନ ଧରି ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଲାଗି ରହିଥିଲା।...

ଭିଜିଲାନ୍ସ ଜାଲରେ ଖଣ୍ଡପଡା ଥାନା ଏସଆଇ, ଲାଞ୍ଚ ନେଲା ବେଳେ ମାଡ଼ି ବସିଲା

ନୟାଗଡ଼,୨୧ା୧୦: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡା ଥାନାରେ କାର୍ଯ୍ୟରତ ଏସଆଇ ଏସ.କେ.ରେହମାନ। ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ଖଳିସାହି...

ବିପଦସଙ୍କୁଳ ଶ୍ରେଣୀ ଗୃହରେ ପିଲାଙ୍କ ପାଠପଢ଼ା

ନବରଙ୍ଗପୁର,୨୦।୧୦(ସଦାଶିବ ପ୍ରହରାଜ): ଅଧାପନ୍ତରିଆ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ହୋଇଥିବା ଦେଖାଇ ଉଦ୍‌ଘାଟନ କରାଯାଇଛି। ହେଲେ ଉଦ୍‌ଘାଟନର ବର୍ଷେ ବିତିନି ରଙ୍ଗ ଛାଡି ସୌନ୍ଦର୍ଯ୍ୟ ହଜିଗଲାଣି। ତଥାପି...

ରୋହିଣୀ ସିଆର୍‌ପିଏଫ୍‌ ସ୍କୁଲ ନିକଟରେ ବଡ଼ ବିସ୍ଫୋରଣ: ଆଖପାଖ କୋଠାର କାଚ ଭାଙ୍ଗିଲା, ପହଞ୍ଚିଲା NSG

ନୂଆଦିଲ୍ଲୀ,୨୦।୧୦: ଦିଲ୍ଲୀର ରୋହିଣୀ ସ୍ଥିତ ସିଆର୍‌ପିଏଫ୍‌ ସ୍କୁଲ ବାହାରେ ବଡ଼ ବିସ୍ଫୋରଣ ଘଟିଛି। ଏଥିଯୋଗୁ ଆଖପାଖର କୋଠା ସହ ପାଖରେ ଥିବା କାର୍‌ର କାଚ ଭାଙ୍ଗିଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri