ଭାରତୀୟ ମୂଳ ମାଧବ ଚିନ୍ନାପ୍ପାଙ୍କୁ ଚାକିରିରୁ ହଟାଇଲା ଗୁଗୁଲ

କାଲିଫର୍ନିଆ,୨୬।୭: ବିଶ୍ୱର ସର୍ବବୃହତ ଟେକ କମ୍ପାନୀ ଗୁଗୁଲ ଏହାର ନ୍ୟୁଜ ଇକୋସିଷ୍ଟମ ଡେଭଲପମେଣ୍ଟର ନିର୍ଦ୍ଦେଶକ ମାଧବ ଚିନ୍ନାପ୍ପାଙ୍କୁ ହଟାଇ ଦେଇଛି। ଭାରତୀୟ ମୂଳ ମାଧବ ଚିନ୍ନାପ୍ପା ୧୩ ବର୍ଷ ଧରି ଗୁଗୁଲ ସହିତ ଜଡିତ ଥିଲେ। ସୋସିଆଲ ମିଡିଆରେ ସେ କହିଛନ୍ତି ଯେ, ମୁଁ ଏହି ୧୩ ବର୍ଷ ମଧ୍ୟରେ ଗୁଗୁଲରୁ ଯାହା ହାସଲ କରିଛି ସେଥିପାଇଁ ମୁଁ ଗର୍ବିତ।

Share