Categories: ଜାତୀୟ

ଗୁଗଲ ଆଣୁଛି ନୂଆ ଫିଚର୍‌ ‘କ୍ୟୁବ’, ଚିହ୍ନଟ ହେବ ସ୍କାମ ଆପ

ନୂଆଦିଲ୍ଲୀ,୨୨।୧୧:ଗୁଗଲ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ଫିଚର୍ସ। ଯାହାର ନାଁ ରହିଛି କ୍ୟୁବ୍ସ (Cubes)। ଏହି ଫିଚର ଦ୍ୱାରା ସ୍ମାର୍ଟଫୋନ, ଟାବଲେଟ ୟୁଜର ଏହାକୁ ଡାସ୍‌ବୋର୍ଡ ଭଳି ବ୍ୟବହାର କରିପାରିବେ। ଯେଉଁଠାରେ ଉପଭୋକ୍ତାମାନେ ସେମାନଙ୍କ ହ୍ୟାଣ୍ଡସେଟରେ କେତେ କ୍ୟାଟେଗୋରି ଏବଂ କେତେ ଆପ ଉପଲବ୍ଧ ତାହା ସହଜରେ ଜାଣିପାରିବେ। ଗୁଗଲ ଲଞ୍ଚ କରିବାକୁ ଯାଉଥସିବା ଏହି କ୍ୟୁବ ଫିଚର ସାହାଯ୍ୟରେ ୟୁଜର୍ସମାନେ ସ୍କାମର୍‌ ଆପ ଚିହ୍ନଟ କରିବାରେ ସକ୍ଷମ ହେବେ।

Share