Categories: Video

Gopalpur special crab | ଚାଲ ବୁଲିବା (ବ୍ରହ୍ମପୁର) – ଗୋପାଳପୁର ସ୍ପେଶାଲ କଙ୍କଡା

In this episode of ‘Chala Buliba’, Dharitri Live takes you to Gopalpur beach – about 15 kilometres from Berhampur town. The magnificent beach here draws tourists from across the state and beyond all around the year. The street food scene here is equally good. Let’s check out what’s special in Gopalpur.

ଧରିତ୍ରୀ ଲାଇଭର ‘ଚାଲ ବୁଲିବା’ ସ୍ପେଶାଲ ପ୍ରୋଗ୍ରାମରେ ଏଥର ଆମେ ଆପଣଙ୍କୁ ନେଇଯାଉଛୁ ବ୍ରହ୍ମପୁର ସହର ଠାରୁ ୧୫ କି.ମି ଦୂର ଗୋପାଳପୁର ବନ୍ଦର । ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ଯଦି ଆପଣ ଗୋପାଳପୁର ବନ୍ଦର ବୁଲିବାକୁ ଯାଉଛନ୍ତି, ତେବେ କଣ ସବୁ ସ୍ପେଶାଲ ଫୁଡ୍ ଟେଷ୍ଟ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ…