ଛତ୍ରପୁର,୩୦।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରରେ ଥିବା ଓଡ଼ିଶା ସରକାରଙ୍କ ଅଧୀନ ଓପିଡିସି ଭାରତ ପେଟ୍ରୋଲ ପମ୍ପକୁ ଛତ୍ରପୁର ଏଏସି ପ୍ରଶାସନ ପକ୍ଷରୁ ଶୁକ୍ରବାର ସିଲ୍ କରିଦିଆଯାଇଛି । ଉକ୍ତ ପେଟ୍ରୋଲ ପମ୍ପଟି ଛତ୍ରପୁର ଏନ୍ଏସି ସହ ୨୦୧୫ରୁ ଚୁକ୍ତି ଅବଧି ଶେଷ ହୋଇଯାଇଥିା ସହ ଦୀର୍ଘ ୩ ବର୍ଷ ହେଲା ଏନ୍ଏସିକୁ ଏହି ବାଦଦକୁ ରେଣ୍ଟ ମଧ୍ୟ ପ୍ରଦାନ କରିନାହିଁ। ଏନ୍ଏସି ପ୍ରଶାସନ ପକ୍ଷରୁ ବାରମ୍ବାର ଉକ୍ତ ପେଟ୍ରୋଲ ପମ୍ପ ଅଫିସ କହିଆସୁଥିଲେ ମଧ୍ୟ ଏହାର କୈାଣସି ସଫୁଳ ହେଉନଥିଲା।