ରାତି ଡ୍ରାଇଭରଙ୍କୁ ମାଗଣା ଚା’, ପଇସା ଦେବେ ସରକାର

ଭୁବନେଶ୍ୱର,୨୧ା୧୨: ଏଣିକି ରାସ୍ତାକଡ଼ରେ ଥିବା ଢାବା, ହୋଟେଲରେ ରାତିରେ ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ମିଳିବ। ଏନେଇ ସରକାର ପଇସା ଦେବେ ବୋଲି ଗୁରୁବାର ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାତିରେ ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ଦିଆଯିବ। ଏଥିସହିତ ଡ୍ରାଇଭରମାନେ ଉକ୍ତ ଢାବାରେ ବିଶ୍ରାମ ବି ନେଇପାରିବେ।

Share