Categories: ଜାତୀୟ

ସତ୍ୟପାଲ ମଲ୍ଲିକଙ୍କ ଠାରୁ ନଜର ହଟାଇବା ପାଇଁଁ ସରକାରଙ୍କ ଚତୁର ରଣନୀତି: ମେହବୁବା

  • ଶ୍ରୀନଗର, ୧୬।୪:ମାଫିଆ ରାଜନେତା ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟାରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ପିଡିପି ପ୍ରମୁଖ ମେହବୁବା ସିଧାସଳଖ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଉତ୍ତରପ୍ରଦେଶରେ ଅରାଜକତା ଦେଖାଦେଇଛି। ଜୟ ଶ୍ରୀରାମ ନାରା ଦେଇ କଟ୍ଟର ଦକ୍ଷିଣପନ୍ଥୀର ଜଘନ୍ୟ ନେତାମାନେ ସେଠାରେ ବିଶୃଙ୍ଖଳା କରୁଛନ୍ତି। ସତ୍ୟପାଲ ମଲ୍ଲିକ ପୁଲଓ୍ବାମା ଆକ୍ରମଣର ଖୁଲାସା କରିବା ପରେ ଏଥିରୁ ସମସ୍ତଙ୍କ ନଜର ହଟାଇବାର ପାଇଁ ସରକାର ଚତୁର ରଣନୀତି ଆପଣେଇଛନ୍ତି।
Share