କାହିଁକି ଅଲଗା ରହୁଛନ୍ତି ଗୋବିନ୍ଦା-ସୁନୀତା, ଅସଲ କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ବଲିଉଡ ଷ୍ଟାର ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ଚାଲିଛି। ଏହି ସମୟରେ ଗୋବିନ୍ଦାଙ୍କ ଓକିଲ କହିଛନ୍ତି ଯେ ସୁନିତା ଛଅ ମାସ ପୂର୍ବରୁ ଗୋବିନ୍ଦଙ୍କୁ ଛାଡପତ୍ର ନୋଟିସ ପଠାଇଥିଲେ, କିନ୍ତୁ ଏବେ ଏହି ଦମ୍ପତି ସେମାନଙ୍କ ମତଭେଦକୁ ସମାଧାନ କରିଛନ୍ତି। ତଥାପି, ଗୋବିନ୍ଦ ଏବଂ ସୁନିତା ଏକାଠି ରହୁନାହାଁନ୍ତି ବରଂ ପୃଥକ ଘରେ ରୁହନ୍ତି। ସେହି ସମୟରେ, ସୁନୀତା ଆହୁଜାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ ଗୋବିନ୍ଦାଙ୍କଠାରୁ ଅଲଗା ରହିବାର କାରଣ କହୁଥିବାର ଦେଖାଯାଉଛି।

ଏକ ସାକ୍ଷାତକାରରେ ସୁନୀତା ପ୍ରକାଶ କରିଥିଲେ ଯେ ସେ ଏବଂ ଗୋବିନ୍ଦା ଅଲଗା ଅଲଗା ଘରେ ରହୁଛନ୍ତି। ସେ ଗତ ୧୨ ବର୍ଷ ଧରି ଏକାକୀ ତାଙ୍କର ଜନ୍ମଦିନ ପାଳନ କରିବାର ମଧ୍ୟ ଉଲ୍ଲେଖ କରିଥିଲେ। ଏବେ ଭାଇରାଲ ଭିଡିଓରେ, ସୁନୀତା ଗୋବିନ୍ଦାଙ୍କ ଠାରୁ ଦୂରେଇ ରହିବାର ପ୍ରକୃତ କାରଣ କହୁଥିବା ଦେଖାଯାଉଛି। କ୍ଲିପରେ ସୁନିତା କହୁଛନ୍ତି, ଆମେ ଅଲଗା ରହୁ, ଅର୍ଥାତ୍‌ ଯେତେବେଳେ ତାଙ୍କୁ ରାଜନୀତିରେ ଯୋଗ ଦୋବର ଥିଲା, ତେବେ ମୋ ଝିଅ ବଡ଼ ହେଉଥିଲା, ସେତେବେଳେ ସମସ୍ତ କର୍ମଚାରୀ ଘରକୁ ଆସୁଥିଲେ। ବର୍ତ୍ତମାନ ଆମର ଗୋଟିଏ ଛୋଟ ଝିଅ ଅଛି, ଆମେ ହାଫପ୍ୟାଣ୍ଟ ପିନ୍ଧି ଘର ସାରା ବୁଲୁ, ତେଣୁ ଆମେ ସାମ୍ନାରେ ଏକ ଅଫିସ ନେଇଥିଲୁ।

କହି ରଖୁଛୁ ଯେ, ଗୋବିନ୍ଦା ମାର୍ଚ୍ଚ ୧୯୮୭ରେ ସୁନୀତାଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ୧୯୮୮ରେ ସେମାନଙ୍କର ଝିଅ ଟିନାଙ୍କୁ ସ୍ବାଗତ କରିଥିଲେ ଏବଂ ସେମାନଙ୍କର ଏକ ପୁଅ ଯଶବର୍ଦ୍ଧନ ମଧ୍ୟ ଅଛନ୍ତି। ସୁନିତା ପ୍ରାୟତଃ ସୋସିଆଲ ମିଡିଆରେ ଗୋବିନ୍ଦା ଏବଂ ତାଙ୍କ ପିଲାମାନଙ୍କ ସହିତ ଫଟୋ ଶେୟାର କରନ୍ତି।

ତଥାପି, ଏହି ସପ୍ତାହର ଆରମ୍ଭରେ ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ଗୋବିନ୍ଦା ଏବଂ ସୁନୀତା ଆହୁଜା ନିରନ୍ତର ମତଭେଦ ଏବଂ ଭିନ୍ନ ଜୀବନଶୈଳୀ ଯୋଗୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟ କୁହାଯାଉଥିଲା ଯେ ଗୋବିନ୍ଦାଙ୍କ ଜଣେ ୩୦ ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କ ସହ ବଢ଼ୁଥିବା ଘନିଷ୍ଠତା ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେବା ପଛରେ କାରଣ ବୋଲି କୁହାଯାଉଛି। ତଥାପି ତାଙ୍କ ଟିମ୍‌ ସମସ୍ତ କଳ୍ପନାଜଳ୍ପନାକୁ ଖଣ୍ଡନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri