Posted inଜାତୀୟ

ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର, କହିଲେ ଏଣିକି କୌଣସି ସ୍ଥାନରେ…

ଦିଶପୁର,୪ା୧୨: ଆସାମ ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।  ସରକାର ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ଆମେ ନିଷ୍ପତ୍ତି ନେଇଛୁ ଯେ ଗୋ’ମାଂସ କୌଣସି ରେଷ୍ଟୁରାଣ୍ଟ କିମ୍ବା ହୋଟେଲରେ ଦିଆଯିବ ନାହିଁ ଏବଂ ଏହା କୌଣସି ସାର୍ବଜନୀନ କାର୍ଯ୍ୟ କିମ୍ବା ସର୍ବସାଧାରଣ ସ୍ଥାନରେ ମଧ୍ୟ ଦିଆଯିବ ନାହିଁ।

ଆଜି ଦିଲ୍ଲୀରେ ଆସାମ ସରକାରଙ୍କ କ୍ୟାବିନେଟ ବୈଠକ ବସିଥିଲା। ଏହି ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନ୍ୟ ମନ୍ତ୍ରୀମାନେ ଯୋଡ଼ି ହୋଇଥିଲେ। ଏହି ସମୟରେ ରାଜ୍ୟରେ ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫଡନାଭିସଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୧୨: ଗୁରୁବାର ମହାରାଷ୍ଟ୍ରରେ ନୂତନ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ନୂତନ...

ଆତ୍ମହତ୍ୟା କରିଛନ୍ତି ୭୩୦ ଯବାନ, ୫୫ ହଜାର ଦେଇଛନ୍ତି ଇସ୍ତଫା…ଗୃହ ବିଭାଗ କଲା ସଂଘାତିକ ଖୁଲାସା

ନୂଆଦିଲ୍ଲୀ,୪।୧୨: ଦୀର୍ଘ ସମୟର ଡ୍ୟୁଟି ଏବଂ ନିଦ୍ରା ଅଭାବରୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ରେ ନିୟୋଜିତ ସୈନିକମାନେ କେବଳ ଆତ୍ମହତ୍ୟା କରୁନାହାଁନ୍ତି ବରଂ...

ଶେଷରେ ରାଜି ହେଲେ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ ଏହାର ସସପେନ୍ସ ଶେଷ ହେବା ପରେ ଉପମୁଖ୍ୟମନ୍ତ୍ରୀ ପଦବୀ ଉପରେ ଥିବା ସନ୍ଦେହ ମଧ୍ୟ ଶେଷ ହୋଇଛି। ସୂଚନାନୁସାରେ,...

ହାଇଦ୍ରାବାଦରେ ଉଦ୍‌ଘାଟିତ ହେଲା ଗରୁଡଭେଗାର ଗ୍ଲୋବାଲ କର୍ପୋରେଟ୍‌ ଅଫିସ

ହାଇଦ୍ରାବାଦ,୪।୧୨: ଦେଶର ପ୍ରମୁଖ ଅନ୍ତର୍ଜାତୀୟ କୋରିଅର୍‌ ଏବଂ ଲଜିଷ୍ଟିକ ସଂସ୍ଥା ଗରୁଡଭେଗାର ପୁଣି ଏକ ଗ୍ଲୋବାଲ କର୍ପୋରେଟ ଅଫିସ ହାଇଦ୍ରାବାଦରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅଫିସର...

ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲା ମହାୟୁତି, କାଲି ଶପଥ ନେବେ ଫଡନାଭିସ

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ଦୀର୍ଘ ସମୟ ଧରି ଲାଗି ରହିଥିବା ରାଜନୈତିକ ଅସ୍ଥିରତା ପରେ ମହାୟୁତି ସରକାର ଗଠନ ପାଇଁ ଦାବି କରିଛନ୍ତି। ରାଜ୍ୟପାଳଙ୍କ ସହ ସରକାର...

ଉପ ମୁଖ୍ୟମନ୍ତ୍ରୀ ପଦ ନେବେ ନାହିଁ ଶିନ୍ଦେ? ନୂଆ ବୟାନକୁ ନେଇ ରାଜନୀତି ସରଗରମ

ମୁମ୍ବାଇ,୪।୧୨: ଡିସେମ୍ବର ୫ରେ ମୁମ୍ବାଇର ଆଜାଦ ମଇଦାନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ କେବଳ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି...

ଫଡନଭିସଙ୍କ ଠାରୁ ଅଧିକ ଧନୀ ଶିନ୍ଦେ, ପାଖରେ ଅଛି ନଗଦ ୮ଲକ୍ଷ ଟଙ୍କାର ସୁନା ଆଭୂଷଣ ଆଉ…

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ମହା ସସପେନ୍ସର ଅନ୍ତ ଘଟିଛି। ଆଉ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ଲାଗିଛି। ଦେବେନ୍ଦ ଫଡନଭିସ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ...

ହେମନ୍ତ ସୋରେନଙ୍କ କ୍ୟାବିନେଟରେ ସାମିଲ ହେବାକୁ ମାଡପିଟ, ଜାଣନ୍ତୁ କିଏ ଅଛନ୍ତି ଆଗରେ?

ରାଞ୍ଚି,୪।୧୨: ଝାଡ଼ଖଣ୍ଡରେ ହେମନ୍ତ ସୋରେନ ସରକାର ପାର୍ଟ-୨ର କ୍ୟାବିନେଟ ସମ୍ପ୍ରସାରଣ ଡିସେମ୍ବର ୫ରେ ହେବାକୁ ଯାଉଛି। ସୂଚନା ଅନୁଯାୟୀ, ଗୁରୁବାର ରାଜ ଭବନରେ ଅନୁଷ୍ଠିତ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri