Categories: Video

Govt plays with careers of Plus-II students | ପିଲାଙ୍କ ଭବିଷ୍ୟତ ସହ ଖେଳ

In a clear case of collapsing education system in the state, a massive blunder on part of the administration has pushed the careers of thousands of students into darkness. Evidence with Dharitri suggests, as many as 20,000 students have been deprived of getting their Plus-II education owing to careless attitude of the state government. Watch this video for more information.

ରାଜ୍ୟରେ ଭୁଷୁଡିବାକୁ ବସିଛି ଶିକ୍ଷା ବ୍ୟବସ୍ଥା। ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଏବେ ଅନ୍ଧକାରମୟ। ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ନାମଲେଖା ପ୍ରକ୍ରିୟାରେ ବଡ଼ ଧରଣର ତ୍ରୁଟି ହୋଇଥିବାର ପ୍ରମାଣ ଧରିତ୍ରୀ ହାତରେ ଲାଗିଛି। ପ୍ରଶାସନର ଏହି ତ୍ରୁଟି ଯୋଗୁଁ ଏବେ ପ୍ରାୟ ୨୦ ହଜାରରୁ ଅଧିକ ଛାତ୍ରୀଛାତ୍ରଙ୍କ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ପୁରା ଘଟଣା ଜାଣିବା ଲାଗି ଦେଖନ୍ତୁ ଏହି ଭିଡ଼ିଓ।