Categories: ଫୁରସତ

ଚିହ୍ନିଲେ ଦେଖି ଫଟୋଟି କେଉଁ ନେତାଙ୍କର? ଏବେ ସେ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ

ସୋସିଆଲ ମିଡିଆରେ ଜଣେ ରାଜନେତାଙ୍କ ଯୁବକ ସମୟର ଫଟୋ ବେଶ ଭାଇରାଲ ହେଉଛି। ଉକ୍ତ ଫଟୋ ଦେଖି ତାଙ୍କୁ ଚିହ୍ନିବା ଲାଗି ଚ୍ୟାଲେଞ୍ଜ ଦିଆଯାଉଛି। ସେ ଏବେ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ସୂଚନା ଦିଆଯାଇଛି। ଏମିତିରେ ଅନେକେ ତାଙ୍କୁ ଚିହ୍ନିବାରେ ବିଫଳ ହେଉଥିବା ଦେଖାଯାଉଛି।

ଏହି ଭାଇରାଲ ପୋଷ୍ଟରେ ଥିବା ରାଜନେତାଜଣଙ୍କ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର।

Share