Categories: ଜାତୀୟ

ମର୍ମନ୍ତୁଦ ଦୁର୍ଘଟଣା: ୧୦ ମୃତ

ଅହମ୍ମଦାବାଦ,୧୧।୮: ଗୁଜରାଟର ଅହମ୍ମଦାବାଦରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବାବଲା- ବାଗୋଦରା ହାଇଓ୍ବେରେ ଏକ ମିନି ଟ୍ରକ୍‌-ଟ୍ରକ୍‌ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସମ୍ପର୍କରେ ଅହମ୍ମଦାବାଦ ଗ୍ରାମୀଣର ଏସପି ସୂଚନା ଦେଇଛନ୍ତି।

Share