Categories: ଜାତୀୟ

୨୦୦୨ ଗୁଜରାଟ ଦଙ୍ଗା ଘଟଣା: ଜାମିନ ପାଇଲେ ପୋଲିସ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାର

ଅହମ୍ମଦବାଦ,୫।୮: ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ ଲୋକଙ୍କୁ ମିଛ ପ୍ରମାଣ ଯୋଗାଡ କରି ଲୋକଙ୍କୁ ଫସେଇବା ମାମଲାରେ ଗୁଜୁରାଟ ହାଇକୋର୍ଟ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାରଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ସାମାଜିକ କାର୍ଯ୍ୟକର୍ତ୍ତା ତିସ୍ତା ସେଟାଲଭାଡଙ୍କ ଜାମିନ ଆବେଦନକୁ ଅନୁମୋଦନ କରିଥିଲେ। ଜଷ୍ଟିସ ଇଲେଶ ଭୋରାଙ୍କ ଖଣ୍ଡପୀଠ ଶ୍ରୀକୁମାରଙ୍କୁ ଜାମିନ ଦେବା ସହ ତାଙ୍କୁ ପାସପୋର୍ଟ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share