ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜରାଟ

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୫୧ତମ ମ୍ୟାଚ ଶୁକ୍ରବାର ଗୁଜରାଟ ଟାଇଟାନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ଗୁଜରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ।
ଗୁଜରାଟ ଟାଇଟାନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରିଦ୍ଧିମାନ ସାହା(ଉଇକେଟ କିପର), ଶୁଭମାନ ଗିଲ, ସାଇ ସୁଦର୍ଶନ, ଡେଭିଡ ମିଲେର, ରାହୁଲ ତଓ୍ବୋତିଆ, ରଶିଦ ଖାନ, ପ୍ରଦୀପ ସାଙ୍ଗଓ୍ବାନ, ଲକି ଫର୍ଗ୍ୟୁସନ୍‌, ଅଲଜରି ଜୋଶେଫ, ମହମ୍ମଦ ଶାମି।
ମୁମ୍ବାଇ ଇଣ୍ଡିଆନ୍ସ: ରହିତ ଶର୍ମା (ଅଧିନାୟକ), ଇଶାନ କିଶାନ(ଉଇକେଟ କିପର), ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଟିମ୍‌ ଡେଭିଡ, କିଏରନ୍‌ ପୋଲାର୍ଡ, ଡାନିଏଲ୍‌ ସାମ୍ସ, ମୁର୍ଗନ ଅଶ୍ୱିନ, କୁମାର କାର୍ତ୍ତିକେୟ, ଜସପ୍ରିତ ବୁମରା, ରିଲେ ମେରେଡିଥ୍‌।

Share