ଟ୍ରମ୍ପ୍‌ ପ୍ରଶାସନରେ ରହିବେନି ହାଲି, ପମ୍ପିଓ

ଓ୍ବାଶିଂଟନ,୧୧ା୧୧: ଆମେରିକାର ପୂର୍ବତନ ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରତିଦ୍ୱନ୍ଦ୍ୱୀ ନିକ୍କି ହାଲି ଏବଂ ପ୍ରାକ୍ତନ ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କୁ ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଦ୍ୱିତୀୟ ପାଳି ପ୍ରଶାସନରେ ସାମିଲ କରିବେ ନାହିଁ ବୋଲି କହିଛନ୍ତି। ତେବେ ତାଙ୍କ ସହ ପୂର୍ବରୁ ଏକାଠି କାର୍ଯ୍ୟ କରିବା ବେଳେ ଟ୍ରମ୍ପ୍‌ ଏହାକୁ ଭଲଭାବେ ଉପଭୋଗ କରିବା ସହ ପ୍ରଶଂସା କରିଛନ୍ତି। ହାଲି ପୂର୍ବରୁ ସାଉଥ୍‌ କରୋଲିନାର ଗଭର୍ନର ରହିବା ସହ ଟ୍ରମ୍ପ୍‌ଙ୍କ ପୂର୍ବ ସରକାର ସମୟରେ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ରହିଥିଲେ। ତେବେ ସେ ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କଲାବେଳେ ଟ୍ରମ୍ପ୍‌ଙ୍କୁ କଡ଼ା ସମାଲୋଚନା କରିଥିଲେ। ଖ୍ୟାତନାମା ନିବେଶକ ସ୍କଟ୍‌ ବେସେଣ୍ଟଙ୍କୁ ଅର୍ଥ ସଚିବ ଭାବେ ମନୋନୀତ କରାଯିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Global Safety Index 2025: ପ୍ରକାଶ ପାଇଲା ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ତାଲିକା: ଭାରତକୁ ପଛରେ ପକାଇଲା ପାକିସ୍ତାନ

ନୂଆଦିଲ୍ଲୀ,୩୧।୩: ଗ୍ଲୋବାଲ ସେଫ୍ଟି ଇଣ୍ଡେକ୍ସ 2025 ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶଗୁଡ଼ିକର ଏକ ନୂତନ ତାଲିକା ପ୍ରକାଶ କରିଛି। ଏଥିରେ କିଛି ଆଶ୍ଚର୍ଯ୍ୟଜନକ ସଂଖ୍ୟା ସାମ୍ନାକୁ...

ଚାଲିଥିଲା ନମାଜ ଆସିଲା ଭୂମିକମ୍ପ: ପ୍ରାଣ ହରାଇଲେ ୭୦୦ରୁ ଉର୍ଦ୍ଧ୍ବ ମୁସଲମାନ

ନୂଆଦିଲ୍ଲୀ,୩୧।୩: ମିଆଁମାରର ଏକ ମୁସଲିମ ସଂଗଠନ କହିଛି ଯେ ପବିତ୍ର ରମଜାନ ମାସରେ ଶୁକ୍ରବାର ନମାଜ ସମୟରେ ଦେଶରେ ହୋଇଥିବା ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ...

ଭାରତ,ଚାଇନା କି ରୁଷିଆ ନୁହେଁ, ରାଷ୍ଟ୍ରପତି ହେବା ପରେ ପ୍ରଥମେ ଏହି ମୁସଲମାନ ଦେଶକୁ ଗସ୍ତ କରିବେ ଟ୍ରମ୍ପ

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ମେ’ରେ ତାଙ୍କର ପ୍ରଥମ ବିଦେଶ ଗସ୍ତ ଆରମ୍ଭ କରିବେ, ସେ କୌଣସି ପଶ୍ଚିମ ଦେଶ କିମ୍ବା ଭାରତ,...

Myanmar Earthquake : ମ୍ୟାନମାର ଭୂକମ୍ପରେ ୩୫ ଲକ୍ଷର ଅଧିକ ଲୋକେ ବାସହରା

ନାପିଦାଉ,୩୧।୩: ମ୍ୟାନମାରରେ ହୋଇଥିବା ଭୂକମ୍ପ ବିପର୍ଯ୍ୟୟ ଯୋଗୁଁ ପ୍ରାୟ ୩୫ଲକ୍ଷ ଲୋକ ବାସହାରା ହୋଇଛନ୍ତି ଏବଂ ଏଠାରେ ଏବେ ବି ଭୂମିକମ୍ପ ଅନୁଭୂତ ହେଉଛି। ରବିବାର...

ଟ୍ରମ୍ପକୁ କଡ଼ା ଜବାବ ଦେଲା ତେହରାନ, କହିଲା ଆମର ବି ମିଶାଇଲ ପ୍ରସ୍ତୁତ

ତେହେରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ପରମାଣୁ ଚୁକ୍ତିନାମା ନ କରିବାରୁ ଟ୍ରମ୍ପ ଇରାନ ଉପରେ ରାଗି ଯାଇଛନ୍ତି। ସେ ସିଧାସଳଖ...

ଫସିଥିବା ଲୋକେ ବଞ୍ଚିବା ଆଶା କ୍ଷୀଣ

ମାଣ୍ଡଲେ,୩୧ା୩: ମ୍ୟାନ୍‌ମାରର ଦ୍ୱିତୀୟ ସର୍ବବୃହତ୍‌ ସହର ମାଣ୍ଡଲେର ରାସ୍ତାଘାଟରେ ଗଳିତ ମୃତଦେହର ଗନ୍ଧ। ଉକ୍ତ ଅଞ୍ଚଳ ଏକ କବରସ୍ଥଳରେ ପରିଣତ ହୋଇଛି। ପ୍ରଳୟଙ୍କରୀ ଭୂକମ୍ପର ୨...

ଭୂକମ୍ପ ସତ୍ତ୍ୱେ ବିଦ୍ରୋହୀଙ୍କୁ ସେନାର ଆକ୍ରମଣ

ବ୍ୟାଙ୍କକ୍‌,୩୧ା୩: ମ୍ୟାନ୍‌ମାରରେ ପ୍ରଳୟଙ୍କରୀ ଭୂକମ୍ପରେ ୧,୭୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ହଜାର ଭଗ୍ନାବଶେଷ ତଳେ ରହିଯାଇଥିବା ଆଶଙ୍କା କରାଯାଉଛି। ଏଭଳି ବିପର୍ଯ୍ୟୟ ସମୟରେ ମଧ୍ୟ...

ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ: କଥା ନ ମାନିଲେ ହେବ ବୋମାମାଡ଼

ନୂଆଦିଲ୍ଲୀ,୩୦।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ ଏକ ଚୁକ୍ତିରେ ପହଞ୍ଚିବାକୁ ମନା କରେ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image