ହଲିଉଡ୍‌ ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗରଙ୍କ ପରଲୋକ

ଓ୍ବାଶିଂଟନ, ୫।୧୨-ହଲିଉଡ୍‌ ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗର ପରଲୋକ ହୋଇଯାଇଛି। ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ହାପି ଡେଜ୍‌’ ଏବଂ ‘ଦି କାନନବଲ୍‌ ରନ୍‌’ରେ ଅଭିନୟ ପାଇଁ ସେ ବେଶ ଜଣାଶୁଣା ଥିଲେ। କାଲିଫର୍ନିଆର ଭାଲେନ୍‌ସିଆସ୍ଥିତ ହେନ୍‌ରି ମାୟୋ ନ୍ୟୁହଲ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ଝିଅ ସୂଚନା ଦେଇଛନ୍ତି।

Share