Categories: Video

ବନ୍ଧୁତ୍ୱ ଦିବସ

ଆଜି ହେଉଛି ବନ୍ଧୁ ପାଇଁ ଦିନଟିଏ । ବନ୍ଧୁଙ୍କ ନିଃସ୍ୱାର୍ଥପର ଭଲପାଇବା ପାଇଁ ଆଜି ବିଶ୍ୱ ପାଳୁଛି ଏହିଦିନ। ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ନିଜ ବନ୍ଧୁଙ୍କୁ ମନେପକାଇ ନିଜ ସ୍ମୃତିକୁ ଉଜ୍ଜୀବିତ କରନ୍ତି। ବନ୍ଧୁତାର ଆଜିର ଦିନରେ ଦେଖନ୍ତୁ ବନ୍ଧୁଙ୍କୁ ନେଇ ଏକ ସ୍ୱତନ୍ତ୍ର ଏପିସୋଡ଼ ।