Posted inVideo

Happy Janmashtami: Lord Krishna descends on earth | ଆସିଛନ୍ତି ଶ୍ରୀକୃଷ୍ଣ

Featured Video Play Icon

Today is the eighth day of dark fortnight in the month of ‘Bhadrav’ when Lord Krishna was born. Hindus observe this day as ‘Janmashtami’. Atmosphere in ISKCON temple in Bhubaneswar and Puri Jagannath temple is filled with festive mood and religious fervor as devotees throng temples for darshan of Krishna and Balaram.

ଆଜି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହିଦିନରେ ଧରାପୃଷ୍ଠରେ ଜନ୍ମ ନେଇଥିଲେ ଲୀଳାମୟ ଠାକୁର ପ୍ରଭୁ ଶ୍ରୀକୃଷ୍ଣ। ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇଉଠିଛି। ରାଜଧାନୀର ଇସ୍କନ ମନ୍ଦିର ହେଉ କି, ପୁରୀ ଶ୍ରୀମନ୍ଦିର, ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁମାନେ ଉପବାସ ରଖିବା ସହ କୃଷ୍ଣ-ବଳରାମଙ୍କୁ ଦର୍ଶନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri