Categories: Video

Hari mantra to make your wife happy । ପତ୍ନୀଙ୍କୁ ଖୁସି ରଖିବାର ଫର୍ମୁଲା କହିଲେ ହରି

Hari needs no introduction. One of the most well-known comedians in the Odia entertainment industry, he has been making viewers laugh for the last two decades. In this episode of Dharitri Live, we bring you the unseen personal side of the actor as he opens up about his journey in the industry. Do watch!

ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଲୋକଙ୍କୁ ପରଦାରେ ହସାଇ ଆସୁଛନ୍ତି ହରି। ତାଙ୍କର ଏହି ଯାତ୍ରା କେମିତି ଥିଲା, ସେ ରିଅଲ ଲାଇଫରେ କେମିତି? ଆସନ୍ତୁ ଏଭଳି ଅନେକ କିଛି ତାଙ୍କ ବାବଦରେ ଜାଣିବା ଏହି ଭିଡିଓରେ।