Posted inଜାତୀୟ

ଫେରିବେ ସିଦ୍ଧୁ!

ନୂଆଦିଲ୍ଲୀ,୩ ।୧: ପାଖାପାଖି ୨ ବର୍ଷ ହେବ କଂଗ୍ରେସଠାରୁ ଦୂରେଇ ରହିଥିବା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ପୁଣିଥରେ ଦଳକୁ ଫେରିବେ ବୋଲି ଶୁଣିବାକୁ ମିଳିଛି । ଏଥିପାଇଁ ଦଳ ୩ଟି ଫର୍ମୁଲାରେ କାମ କରୁଥିବା କୁହାଯାଉଛି । ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ସିଦ୍ଧୁଙ୍କର ଥିବା ମନୋମାଳିନ୍ୟ ଶେଷ ହୋଇଥିବା କୁହାଯାଉଥିବା ବେଳେ ଏଥିରେ କେନ୍ଦ୍ରୀୟ ନେତୃତ୍ୱ ସିଦ୍ଧୁଙ୍କ ଭୂମିକା ସମ୍ପର୍କରେ ଚିନ୍ତା କରୁଥିବା ଜଣାପଡିଛି । ଏମିତିକି ଅମରିନ୍ଦରଙ୍କର ଘୋର ବିରୋଧୀ କୁହାଯାଉଥିବା ରାଜ୍ୟ ସଭା ଏମ୍‌ପି ପ୍ରତାପ ସିଂ ବାୱଜା ବି ଏଥିରେ ମିଶି ଯାଇଥିବା କୁହାଯାଉଛି । ତେବେ ଅମରିନ୍ଦରଙ୍କ ସହ ସିଦ୍ଧୁଙ୍କର ମିଳିନ ପଛରେ ରାଜ୍ୟର ନୂଆ ପ୍ରଭାରୀ ହରିଶ ରାୱତଙ୍କ ହାତ ଥିବା ଜଣାପଡିଛି । ଏହାପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଦ୍ଧୁଙ୍କୁ ନୂଆ ଦାୟିତ୍ୱ ଦେବାରେ କୌଣସି ସମସ୍ୟା ନ ଥିବା କୁହାଯାଉଛି । ସବୁ କିନ୍ତୁ ନିର୍ଭର କରୁଛି ଅମରିନ୍ଦରଙ୍କ ଉପରେ । ଏମିତିକି ତାଙ୍କ ମନ୍ତ୍ରୀମଣ୍ଡଳରେ ସିଦ୍ଧୁଙ୍କୁ ସ୍ଥାନ ମିଳିପାରେ ବୋଲି ମଧ୍ୟ ଆଲୋଚନା ହେଉଛି । ବର୍ତ୍ତମାନ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଥିବା ସୁନିଲ ଜାଖଡଙ୍କର କାର୍ଯ୍ୟକାଳ ସରି ଆସୁଥିବା ବେଳେ ଏହି ପଦ ସିଦ୍ଧୁଙ୍କୁ ବି ମିଳିପାରେ ବୋଲି ଅନୁମାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଇଣ୍ଡିଆ ଗଠବନ୍ଧନ ଶେଷ ହୋଇଗଲା’, କଂଗ୍ରେସ ନେତା ପଓ୍ବନ ଖେରାଙ୍କ ବଡ଼ ବୟାନ, କହିଦେଲେ ଭିତିରିକଥା..

ନୂଆଦିଲ୍ଲୀ,୯।୧: ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କୁ କ୍ଷମତାରୁ ହଟାଇବା ଉଦ୍ଦେଶ୍ୟରେ ଗଠିତ ଅଖିଳ ଭାରତୀୟ ମେଣ୍ଟ କ’ଣ...

ଛତିଶଗଡ଼ ପ୍ଲାଣ୍ଟରେ ଚିମିନି ଖସି ବଡ଼ ଦୁର୍ଘଟଣା, ଫସିଛନ୍ତି ୨୫ ରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ,୯।୧: ଛତିଶଗଡ଼ର ମୁଙ୍ଗେଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭୁଶୁଡ଼ି ପଡ଼ିଥିବା ଏକ ପ୍ଲାଣ୍ଟର ଚିମିନି ତଳେ ଦୁଇ ଡଜନରୁ ଅଧିକ ଶ୍ରମିକ ପୋତି ହୋଇରହିଛନ୍ତି।...

୩୦୦ ୟୁନିଟ ବିଜୁଳି, ଲାଡଲୀ ବେହେନ ଯୋଜନା, ବିଶୁଦ୍ଧ ପାଣି…ଦିଲ୍ଲୀରେ ଭାଜପା ଦେଇପାରେ ଏହି ସବୁ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୯।୧: ଦିଲ୍ଲୀରେ ଆସନ୍ତା ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଜିତିବାକୁ ଭାରତୀୟ ଜନତା ପାର୍ଟି ଏଥର ଅଣ୍ଟା ଭିଡିଛି। ଖବର ମୁତାବକ ଦିଲ୍ଲୀବାସୀଙ୍କୁ...

ଇଣ୍ଡିଆ ମେଣ୍ଟ ଭାଙ୍ଗିବାକୁ ପାଟନାରେ ଲେଖାଯାଇଥିଲା ସ୍କ୍ରିପ୍ଟ! ଲାଲୁ ଥିଲେ ମୁଖ୍ୟ ଖଳନାୟକ!

ପାଟନା,୯।୧: ଭାଜପା ବିରୋଧରେ ଗଠିତ ଇଣ୍ଡିଆ କିମ୍ବା ଇଣ୍ଡି ମେଣ୍ଟ ଏବେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ବୋଲି କହିବାରେ କୌଣସି ଦ୍ୱିଧା ନାହିଁ। ତେଜସ୍ବୀ ଯାଦବ...

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଭାଙ୍ଗିଲା ଇଣ୍ଡିଆ ମେଣ୍ଟ! ଓମାର ଅବଦୁଲ୍ଲା କହିଲେ ଶେଷ କରିଦିଅ

ଶ୍ରୀନଗର,୯।୧: ରାଜଧାନୀ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରି ସାରିଛନ୍ତି। ଦିଲ୍ଲୀରେ ଫେବୃଆରୀ ୫ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ...

ଫଡ଼ନାଭିସଙ୍କୁ ପୁଣି ଭେଟିଲେ ଆଦିତ୍ୟ ଠାକରେ, ୩୫ ଦିନରେ ୩ ଥର

ମୁମ୍ବାଇ,୯।୧: ଗତ ବର୍ଷ ଡିସେମ୍ବରରେ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ମହାୟୁତି ସରକାର ଗଠନ ହୋଇଥିଲେ ମଧ୍ୟ, ମହାରାଷ୍ଟ୍ର ରାଜନୀତିରେ ପରିସ୍ଥିତି ଶାନ୍ତ ହୋଇନାହିଁ। ମହାୟୁତି ସରକାରରେ,...

ଯେତେବେଳେ ସାରା ବିଶ୍ୱ ଦେଖାଇଥିଲା ଖଣ୍ଡାର ଶକ୍ତି, ସମ୍ରାଟ ଅଶୋକ ବାଛିଥିଲେ ଶାନ୍ତି, ଜାଣନ୍ତୁ କାହାକୁ ଟାର୍ଗେଟ କଲେ ମୋଦି

ଭୁବନେଶ୍ୱର/ନୂଆଦିଲ୍ଲୀ,୯।୧: ଯେତେବେଳେ ଖଣ୍ଡା ବଳରେ ସାରା ବିଶ୍ୱରେ ସାମ୍ରାଜ୍ୟ ବିସ୍ତାର କରାଯାଉଥିଲା, ସେତେବେଳେ ସମ୍ରାଟ ଅଶୋକ ଶାନ୍ତିର ପଥ ବାଛିଥିଲେ… ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଫେରିବ ଶୀଲା ଦିକ୍ଷିତଙ୍କ ‘ସ୍ବର୍ଣ୍ଣିମ ଯୁଗ’, ବିଧାନସଭା ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୯।୧: ରାଜ୍ୟ ସଭାର ଉପନେତା ଏବଂ ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ତିୱାରୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏକ ବଡ଼ ବୟାନ ଦେଇଛନ୍ତି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri