Advertisement
Categories: ଖେଳ

ଭାରତୀୟ ମହିଳା ଟେଷ୍ଟ, ଟି୨୦ ଦଳ ଘୋଷିତ: ହରମନପ୍ରୀତ କୌର ଅଧିନାୟିକା

ନୂଆଦିଲ୍ଲୀ, ୨।୧୨ : ଚଳିତ ମାସ ୬ରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷଣା କରାଯାଇଛି। ସେହିପରି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ପାଇଁ ମଧ୍ୟ ମହିଳା କ୍ରିକେଟ ଦଳ ଘୋଷିତ ହୋଇଛି।

ଭାରତୀୟ ମହିଳା ଟି୨୦ ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ-ଅଧିନାୟିକା), ଜେମିମା ରୋଡ୍ରିଗ୍ବେଜ, ଶେଫାଳି ବର୍ମା, ଦିପ୍ତି ଶର୍ମା, ୟାସ୍ତିକା ଭାଟିଆ, ରିଚା ଘୋଷ, ଅମନଜୋତ କୌର, ଶ୍ରୀୟଙ୍କା ପାଟିଲ, ମନ୍ନତ କାଶ୍ୟପ, ସାଇକା ଇଶାକ, ରେଶୁକା ସିଂ ଠାକୁର, ଟିଟାସ ସାଧୁ, ପୂଜା ବସ୍ତ୍ରକାର, କନିକା ଆହୁଜା, ମିନ୍ନୁ ମନି।

ଭାରତୀୟ ମହିଳା ଟେଷ୍ଟ ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ-ଅଧିନାୟିକା), ଜେମିମା ରୋଡ୍ରିଗ୍ବେଜ, ଶେଫାଳି ବର୍ମା, ଦିପ୍ତି ଶର୍ମା, ୟାସ୍ତିକା ଭାଟିଆ, ରିଚା ଘୋଷ, ସ୍ନେହ ରାଣା, ଶୁଭ ସାଥିଶ, ହରଲିନ ଦେଓଲ, ସାଇକା ଇଶାକ, ରେଣୁକା ସିଂ ଠାକୁର, ଟିଟାସ ସାଧୁ, ମେଘନା ସିଂ, ରାଜେଶ୍ୱରୀ ଗାଏକ୍ୱାଡ୍‌, ପୂଜା ବସ୍ତ୍ରକାର।

Subscribe to Dharitri WhatsApp ChannelSubscribe to Dharitri WhatsApp Channel