Categories: ଫୁରସତ

ଏହି ମହିଳାଙ୍କ ରହିଛି ପୁରୁଷଙ୍କ ଭଳି ନିଶ-ଦାଢ଼ି, ଗିନିଜ ରେକର୍ଡରେ ବି ରହିଛି ନାମ…

ମୁହଁରେ ଦାଢ଼ି-ନିଶ ପୁରୁଷପଣକୁ ଜାହିର କରେ। ଆଜିକାଲିର ସମୟରେ ଏହା ଏକପ୍ରକାର ଫ୍ୟାଶନ ପାଲଟିଲାଣି ବୋଲି କହିପାରିବା। ହେଲେ ଆଜି ଆମେ ଏଭଳି ଜଣେ ମହିଳାଙ୍କ ବିଷୟରେ କଥା ହେବା ଯାହାଙ୍କର ପୁଅଙ୍କ ଭଳି ବଡ଼ ନିଶ-ଦାଢ଼ି ରହିଛି। ସେ ହେଉଛନ୍ତି ହରନାମ କୌର। ୟୁକେରେ ସେ ରୁହନ୍ତି। ସବୁଠୁ କମ୍‌ ବୟସର ମହିଳା ଭାବେ ଲମ୍ବା ନିଶ-ଦାଢ଼ିକୁ ନେଇ ହରନାମଙ୍କ ନାମରେ ଗିନିଜ ଓ୍ବାଲର୍‌ଡ ରେକର୍ଡ ରହିଛି।

Share