ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାହ। ସକାଳ ୯ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ତେବେ ଶୁକ୍ରବାର ଦିନ ୨ ଟା ୩୦ ସୁଦ୍ଧା ଝାରସୁଗୁଡାରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ସମ୍ବଲପୁରରେ ୩୯.୦ ଡିଗ୍ରୀ, ହୀରାକୁଦରେ ୩୭.୮ ଡିଗ୍ରୀ, ଭୁବନେଶ୍ୱରରେ ୩୬.୬ ଡିଗ୍ରୀ, କେନ୍ଦୁଝରରେ ୩୬.୬ ଡିଗ୍ରୀ, ଚାନ୍ଦବାଲି: ୩୫.୪ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ପାରାଦ୍ୱୀପରେ ୩୩.୮ଡିଗ୍ରୀ
ପୁରୀ: ୩୩.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୩.୪ ଡିଗ୍ରୀ ଏବଂ ଗୋପାଳପୁରରେ ୩୩.୦ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ର
ଝାରସୁଗୁଡା: ୪୧.୨ ଡ଼ିଗ୍ରୀ
ସମ୍ବଲପୁର: ୩୯.୦ ଡ଼ିଗ୍ରୀ
ହୀରାକୁଦ: ୩୭.୮ ଡ଼ିଗ୍ରୀ
ଭୁବନେଶ୍ୱର: ୩୬.୬ ଡ଼ିଗ୍ରୀ
କେନ୍ଦୁଝର: ୩୬.୬ ଡ଼ିଗ୍ରୀ
ଚାନ୍ଦବାଲି: ୩୫.୪ ଡ଼ିଗ୍ରୀ
ପାରାଦ୍ୱୀପ : ୩୩.୮ ଡ଼ିଗ୍ରୀ
ପୁରୀ: ୩୩.୬ ଡ଼ିଗ୍ରୀ
ବାଲେଶ୍ୱର: ୩୩.୪ ଡ଼ିଗ୍ରୀ
ଗୋପାଳପୁର: ୩୩.୦ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) May 12, 2023