ଟ୍ରେଣ୍ଡ୍‌ରେ ମ୍ୟାଜିକ୍‌ ନମ୍ବର ଛୁଇଁଲା ଭାଜପା

ଭୁବନେଶ୍ୱର,୪ା୬: ମଙ୍ଗଳବାର ସାରା ରାଜ୍ୟରେ ଭୋଟ୍‌ ଗଣତି ଜାରି ରହିଛି। ବିଧାନସଭାରେ ମ୍ୟାଜିକ୍‌ ନମ୍ବର ୭୪ ହୋଇଥିବା ବେଳେ ଭାଜପା ଟ୍ରେଣ୍ଡ୍‌ରେ ଏହି ସଂଖ୍ୟା ଛୁଇଁଛି। ଭାଜପା ୭୪ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି ୫୦, କଂଗ୍ରେସ ୧୨ ଏବଂ ଅନ୍ୟାନ୍ୟ ୩ ଆସନରେ ଆଗୁଆ ରହିଛି।

Share