Categories: ଜାତୀୟ

ଜେଏନୟୁ କ୍ୟାମ୍ପସରେ ବିବାଦୀୟ ସ୍ଲୋଗାନ, ଆପତ୍ତି ଉଠାଇଲା ଛାତ୍ର ସଙ୍ଗଠନ

ନୂଆଦିଲ୍ଲୀ,୧।୧୦: ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ପରିସରରୁ ପୁଣି ଏକ ଘୃଣ୍ୟ କାହାଣୀ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଜେଏନୟୁ କ୍ୟାମ୍ପସର କାନ୍ଥରେ ବିବାଦୀୟ ସ୍ଲୋଗାନ ଲେଖାଯାଇଛି। ଛାତ୍ର ସଂଗଠନର ନେତାମାନେ (ଜେଏନୟୁ ଛାତ୍ର ସଂଘ) ଏହି ପ୍ରସଙ୍ଗରେ ଗଭୀର ଆପତ୍ତି ଜଣାଇଛନ୍ତି। ତେବେ ଜେଏନୟୁରେ ଏହା ପ୍ରଥମ ଘଟଣା ନୁହେଁ । ଜେଏନୟୁ କ୍ୟାମ୍ପସରୁ ଏଭଳି ମାମଲା ସମୟ ସମୟରେ ହେଡଲାଇନରେ ଆସିଥାଏ।

Share