ଗଞ୍ଜାମ,୨୭।୪(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ସୂର୍ଯ୍ୟନାରାୟଣପୁର-ଗାଖରକୁଦା ଯିବା ରାସ୍ତାରେ ଥିବା ବହୁ ପୁରାତନ ହାଡ଼ିଆ ଗଡ଼ ମନ୍ଦିର କୋଠା ମଙ୍ଗଳବାର ଭୋରରୁ ଭୁଶୁଡ଼ି ପଡ଼ିଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ପ୍ରାୟ ଲୋକ ସେଠାରେ ଦୈନନ୍ଦିନ ଭିଡ଼ ଜମାଇଥିବା ବେଳେ ସେହି ସମୟରେ କେହି ନଥିଲେ।