ପୁରୀ, ୨୨/୦୮ : ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ପର୍ଯ୍ୟଟକ ବୁଡିଯାଇଛନ୍ତି। ଠିକ୍ ସମୟରେ ସମୁଦ୍ର ଭିତରକୁ ଯାଇ ପର୍ଯ୍ୟଟକ ଜଣକୁ ଲାଇଫ ଗାର୍ଡ ଉଦ୍ଧାର କରିଛନ୍ତି। ପର୍ଯ୍ୟଟକ ଜଣକ ହେଉଛନ୍ତି ଛତିଶଗଡ଼ ରାୟପୁର ବାରୁକା ଅଞ୍ଚଳର ରୁକୁମ କୁମାର। ବେଳାଭୂମିର ସେକ୍ଟର ୨ରେ ଲାଇଫ ଗାର୍ଡମାନେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ।ନ୍ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।
The tourist drowned in the sea while swimming