Posted inVideo

ଘରେ ରହି କରନ୍ତୁ ସୁଗାର ଟେଷ୍ଟ l Health Tips | Dharitri Live

Featured Video Play Icon

ଗୋଟିଏ ସ୍ୱୟଂ ସମ୍ପୂର୍ଣ୍ଣ ମଣିଷ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଟିଏ ଅପରିହାର୍ଯ୍ୟ। ହେଲେ ଆଜିର ଏହି ବ୍ୟସ୍ତ ବହୁଳ ସମୟ ମଧ୍ୟରେ ଆଜି ନିଜ ସ୍ୱାସ୍ଥ୍ୟ ପ୍ରତି ନଜର ଦେବାକୁ ମଣିଷ ପାଖରେ ସମୟ ନାହିଁ। ଆମେ ସମସ୍ତେ ଜାଣିଛେ ଜଣେ ଡାଇବେଟିସ ରୋଗୀ ନିୟମିତ ଭାବେ ସନ୍ତୁଳିତ ଖାଦ୍ୟ ଗ୍ରହଣ ସମେତ ଯୋଗ ଓ ବ୍ୟାୟମ କରିବା ଉଚିତ। ଯାହାଫଳରେ ରକ୍ତରେ ଶର୍କରାର ପରିମାଣ କେତେ ରହୁଛି ତାହା ଜାଣିହେବ। ସେହିଭଳି ନିୟମିତ ବ୍ୟବଧାନରେ ବ୍ଲଡ ସୁଗାର ଚେକ କରିବା ଉଚିତ। ମେଡିକାଲ କିମ୍ବା ପରୀକ୍ଷଣ କେନ୍ଦ୍ରକୁ ଯାଇ ରକ୍ତ ନମୂନା ପରୀକ୍ଷା କରାଯାଇ ପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri