ଡିପ୍ରେସନ୍ ଯୋଗୁ ଅନେକ ଲୋକ ଏବେ ଚିନ୍ତାରେ ପଡୁଛନ୍ତି ଏବଂ କିଛି ଲୋକ ସୁଇସାଇଡ ମଧ୍ୟ କରୁଛନ୍ତି । ତେବେ କଣ ଏହି ଡିପ୍ରେସନ ଏବଂ ଯଦି ଜଣେ ଡିପ୍ରେସନର ଶିକାର ହେଉଛନ୍ତି, ତେବେ ଚିକିତ୍ସା ପଦ୍ଧତି କିଭଳି ହେବା ଦରକାର । ଜାଣନ୍ତୁ ଡକ୍ଟର ଅମ୍ରିତ ପାଟ୍ଟଯୋଶୀ କଣ କହୁଛନ୍ତି ।