Categories: Video

Heart attack – prevention and cure | ହୃଦଘାତ ର ଚିକିତ୍ସା ଓ ତାର ପ୍ରତିକାର

Massive changes in lifestyle have brought along a number of diseases on us that are on a rise. Data suggests heart disease and strokes are among the largest killers worldwide. Lack of commitment to a heart-healthy lifestyle often leads to complications that are fatal. In this video, we talk about the symptoms and causes, and also the prevention and cure of heart disease.

ଆଜିକାଲି ବ୍ୟସ୍ତ ବହୁଳ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଲୋକେ ନାନା ରୋଗର ଶିକାର ହେଉଛନ୍ତି । ବିଶେଷ କରି ହାର୍ଟ ସମସ୍ୟା ଏବେ ଚିନ୍ତାର କାରଣ ହୋଇଛି । ତେବେ ହୃଦରୋଗ ହେବାର କାରଣ ଓ ଏହା କାହିଁକି ହୋଇଥାଏ ଏବଂ କେମିତି କରିବେ ଏହାର ଚିକିତ୍ସା ,ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଆମେ ଅଧିକ ଯତ୍ନବାନ ହେବା ଆବଶ୍ୟକ ଆସନ୍ତୁ ଜାଣିବା ।