କଥାରେ ଅଛି ପ୍ରକୃତି ଯେତେବେଳେ ତାଣ୍ଡବ ରଚିବା ଆରମ୍ଭ କରିଦିଏ । ଦୁନିଆର ସବୁ ଶକ୍ତି ତା ଆଗରେ ହାର୍ ମାନିଯାଏ । ମଣିଷର ଆଧୁନିକ ଆବିଷ୍କାର ଓ ବିଜ୍ଞାନ ବି ହାରିଯାଏ ପ୍ରକୃତି ପାଖରେ । କାରଣ ପ୍ରକୃତି ସହ ଲଢିବା ଏତେ ସହଜ ନୁହେଁ । ସେତେବେଳେ କେବଳ ଗୋଟିଏ ହିଁ କଥା କୁହାଯାଇପାରେ ଭଗବାନ ହିଁ ଭରଷା ।