ନା ଟାଇପ୍‌ କଲେ, ନା କହିଲେ- ପ୍ରଥମଥର ସିଧା ମସ୍ତିଷ୍କରୁ ମେସେଜ୍‌ କଲେ ଏହି ବ୍ୟକ୍ତି

ସିଡନୀ,୨୯।୧୨:ଅଷ୍ଟ୍ରେଲିଆର ଜଣେ ପକ୍ଷାଘାତ ବ୍ୟକ୍ତି ବିନା ଟାଇପ୍‌ ତଥା ବିନା ଶରୀର ହଲାଇ ପ୍ରଥମଥର ଏକ ମେସେଜ୍‌ ଲେଖିଛନ୍ତି। ସେ ଏହି ମେସେଜ୍‌କୁ ଟୁଇଟର୍‌ରେ ଶେୟାର କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ବ୍ୟକ୍ତିଙ୍କ ନାମ ଫିଲିପ୍‌ ଓ କିଫ୍‌। ତାଙ୍କ ବୟସ ୬୨ ବର୍ଷ। ସେ ଟୁଇଟ୍‌ କରି କହିଛନ୍ତି, ହ୍ୟାଲୋ, ବିଶ୍ୱ! ଛୋଟ ଟୁଇଟ୍‌, ବଡ ଉପଲବ୍ଧି। ଏହି ଟୁଇଟ୍‌କୁ ଫିଲପ୍‌ ସିଙ୍କ୍ରୋନ କମ୍ପାନୀ ସିଇଓ ଥୋମାସ ଅକ୍ସଲେଙ୍କ ଟୁଇଟର୍‌ ହ୍ୟାଣ୍ଡେଲ୍‌ରୁ କରିଛନ୍ତି। ସେ ଡାକ୍ତରଙ୍କୁ ମସ୍ତିଷ୍କରେ ପେପରକ୍ଲିପ୍‌ ପ୍ରତ୍ୟାରୋପଣ ପାଇଁ ଧନ୍ୟବାଦ ଦେଇଛନ୍ତି।
ସୂଚନାଯୋଗ୍ୟ, ସିଙ୍କ୍ରୋନ କମ୍ପାନୀ ଫିଲିପଙ୍କର ମସ୍ତିଷ୍କରେ ଏକ ମାଇକ୍ରୋଚିପ ଲଗାଇ ତାଙ୍କର ଚିନ୍ତାଧାରାକୁ ଶବ୍ଦରେ ପରିଣତ କରିବାର ଶକ୍ତି ଦେଇଛି। ଫିଲିପଙ୍କ ମସ୍ତିଷ୍କରେ ଲଗାଯାଇଥିବା ଏକ ମାଇକ୍ରୋଚିପ ମସ୍ତିଷ୍କ ସଙ୍କେତ ପଢେ। ତା’ପରେ ଏହା ସଙ୍କେତକୁ ବିଶ୍ଳେଷଣ କରେ ଏବଂ ମସ୍ତିଷ୍କର ନିର୍ଦ୍ଦେଶାବଳୀକୁ ବ୍ୟାଖ୍ୟା କରେ। ମସ୍ତିଷ୍କର ନିର୍ଦ୍ଦେଶାବଳୀ ବୁଝିବା ଏବଂ ଏହାକୁ ଶବ୍ଦରେ ପରିଣତ କରେ। ଫିଲିପ୍‌ ଏହି ପ୍ରକ୍ରିୟାକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଟ୍ରକ୍‌କୁ ପିଟି ଜଳିଗଲା ବସ୍‌: ୩୮ ଜଣଙ୍କ ଜୀବନ ଗଲା, ୯ ଗୁରୁତର

ବ୍ରାସିଲିଆ,୨୨ା୧୨: ଏକ ଯାତ୍ରୀବାହୀ ବସ୍‌ ଟ୍ରକ୍‌କୁ ଧକ୍କା ଦେବା ପରେ ହୁତୁହୁତ ହୋଇ ରାସ୍ତାରେ ଜଳିଯାଇଛି। ଫଳରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ...

ଗୁରୁତ୍ୱପୂର୍ଣ୍ଣ ବିଲ୍‌ରେ ଦସ୍ତଖତ କଲେ ବାଇଡେନ, ଟଳିଲା ଶଟଡାଉନ୍ ବିପଦ

ନୂଆଦିଲ୍ଲୀ, ୨୧।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ମଧ୍ୟଭାଗରେ ସରକାରଙ୍କୁ ପାଣ୍ଠି ଯୋଗାଇବା ପାଇଁ କଂଗ୍ରେସ ଦ୍ୱାରା ପାରିତ ହୋଇଥିବା ଆଇନରେ ଦସ୍ତଖତ କରିଛନ୍ତି।...

‘ନୂଆ କୁଏତ୍‌’ ନିର୍ମାଣ ପାଇଁ ଭାରତ ପାଖରେ ଦକ୍ଷତା ଓ ପ୍ରଯୁକ୍ତି ରହିଛି: ପ୍ରଧାନମନ୍ତ୍ରୀ ମୋଦି

କୁଏତ୍‌ ସିଟି,୨୧ା୧୨: ଦୁଇଦିନିଆ କୁଏତ୍‌ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସେଠାରେ ଅନୁଷ୍ଠିତ ‘ହାଲା ମୋଦି’ ଡାଏସ୍‌ପୋରା କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ଭେଟି...

୪ ଘଣ୍ଟାର ଦୂରତା, ହେଲେ ପ୍ରଧାନମନ୍ତ୍ରୀଙ୍କୁ ଏଠାକୁ ଆସିବାକୁ ଲାଗିଗଲା ୪୦ ବର୍ଷ, ଏମିତି କାହିଁକି କହିଲେ ମୋଦି

କୁଏତ ସିଟି,୨୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କୁଏତ ଗସ୍ତରେ ଅଛନ୍ତି। ଶନିବାର (ଡିସେମ୍ବର ୨୧, ୨୦୨୪)ରେ ଏକ କାର୍ଯ୍ୟକ୍ରମ ‘ହାଲା ମୋଦି’କୁ ସମ୍ବୋଧିତ...

ହଜିଯାଇଛି କରୋନାଠାରୁ ଶହେ ଗୁଣା ମାରାତ୍ମକ ଭାଇରସ! ଚିନ୍ତାରେ ସାରା ବିଶ୍ୱ

କାନବେରା,୨୧।୧୨: ଯଦିଓ କରୋନା ଜୀବାଣୁ (କୋଭିଡ ୧୯) ବର୍ତ୍ତମାନ ଇତିହାସପାଲଟିଛି, ତଥାପି ଆଜି ବି ଏହି ମହାମାରୀକୁ ମନେ ପକାଇ ବିଶ୍ୱ ଭୟଭୀତ ହୁଏ। ଅନେକ...

ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ୧୬ ଯବାନ ନିହତ, ୮ ଆହତ

ଇସଲାମାବାଦ,୨୧।୧୨: ପାକିସ୍ତାନର ଖୈବର ପାଖତୁନଖ୍ବାଠାରେ ଆତଙ୍କବାଦୀ ଆକ୍ରମଣ ହେବାର ଖବର ମିଳିଛି। କୁହାଯାଉଛି ଯେ ମକିନ ଅଞ୍ଚଳରେ ଏହି ଆକ୍ରମଣ ଗତ କିଛି ମାସ ମଧ୍ୟରେ...

୪୩ ବର୍ଷ ପରେ କୁଏତ ଗସ୍ତ କରିଛନ୍ତି ମୋଦି, ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ କରିବେ ଆଲୋଚନା

କୁଏତ୍‌,୨୧ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ଗସ୍ତରେ ଯାଇ କୁଏତରେ ପହଞ୍ଚିଛନ୍ତି। ଯେଉଁଠାରେ ସେ କୁଏତ ନେତୃତ୍ୱଙ୍କ ସହ ଆଲୋଚନା କରିବେ। କୁଏତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri