Categories: Video

ସହାୟତା ପାଇଁ ୧୮୧

ସହାୟତା ପାଇଁ ୧୮୧ଏଣିକି ଘରୋଇ ହିଂସାର ଶିକାର ମହିଳା ଓ ଶିଶୁଙ୍କୁ ସହାୟତା ଯୋଗାଇବ ନଂ ୧୮୧ । ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସେବା ଯୋଗାଇଦେବାକୁ ଜାରି ହୋଇଛି ୧୮୧ । ମହିଳାମାନେ ଏବେ ଘରୋଇ ହିଂସାର ଶିକାର ହେବାର ଅଧିକ ସମ୍ଭାବନା ରହିଛି । କରୋନାରେ ଚିକିତ୍ସିତ ହେଉଥିବା ପିତାମାତାଙ୍କ ଶିଶୁ ମାନେ ମଧ୍ୟ ଅସହାୟ ଅନୁଭବ କରୁଛନ୍ତି ।