Categories: ଜାତୀୟ

୨୦୪୦ ସୁଦ୍ଧା ମ୍ୟାଲେରିଆ ଓ ଏଚ.ଆଇ.ଭି ଅପେକ୍ଷା ହେପାଟାଇଟିସରେ ବଢିବ ମୃତ୍ୟୁସଂଖ୍ୟା : ହୁ

ନୂଆଦିଲ୍ଲୀ,୩୦।୭: ବିଶ୍ୱ ସ୍ବାାସ୍ଥ୍ୟ ସଂଗଠନ (ହୁ) ଭାଇରାଲ ହେପାଟାଇଟିସର ଅନୁସନ୍ଧାନ ଏବଂ ଚିକିତ୍ସା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରଛି। ସଂଗଠନ ଚେତାବନୀ ଦେଇଛି ଯେ, ଯଦି ଏହି ଧାରା ଜାରି ରହେ, ୨୦୪୦ ସୁଦ୍ଧା ମ୍ୟାଲେରିଆ, ଟିବି ଏବଂ ଏଚ.ଆଇ.ଭିରେ ମୃତ୍ୟୁ ହେବା ଅପେକ୍ଷା କେବଳ ହେପାଟାଇଟିସରେ ଅଧିକ ମୃତ୍ୟୁ ହେବ।

Share