Categories: Video

Here’s why Bhoomika has taken a break from films | ଭୂମିକା କାହିଁକି ଫିଲ୍ମରୁ ନେଇଛନ୍ତି ବ୍ରେକ୍

Actress Bhoomika, who started her career in Odia movie industry from Rumku Jhumana, has given a slew of hits already. She always gives her best whether it is dance or acting. The young actress also happens to be good at studies. Let’s learn more about her.

ରୁମକୁଝୁମାନାରୁ ଅଭିନୟ ଆରମ୍ଭ କରିଥିବା ଭୂମିକା ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଚାଲିଛନ୍ତି । ସେ ଅଭିନୟ ହେଉ କି ଡ୍ୟାନ୍ସ ସବୁଥିରେ ସେ ନିଜର ବେଷ୍ଟ ଦେଇଥାନ୍ତି । ଭୂମିକା କେବଳ ଜଣେ ଭଲ ଅଭିନେତ୍ରୀ ନୁହନ୍ତି ସେ ଜଣେ ଭଲ ଷ୍ଟୁଡେଣ୍ଟ ମଧ୍ୟ । ଚାଲନ୍ତୁ ତାଙ୍କ ବାବଦରେ ଅଧିକ କିଛି ଜାଣିବା ଏହି ଭିଡିଓରେ ।