Categories: Video

Here’s why Christmas is celebrated | କାହିଁକି ଡିସେମ୍ବର ୨୫

We have all learnt about Jesus Christ in our textbooks. However, do you know how he was born and who named him? Let’s learn more about him in this video.

ପ୍ରଭୁ ଯୀଶୁଙ୍କ ବିଷୟରେ ଆମେ ଅନେକ କିଛି କଥା ଇତିହାସରେ ପଢିଛେ । ହେଲେ ଯୀଶୁଙ୍କ ନାଁ କିଏ ଓ କିପରି ଦେଇଥିଲେ, ତାଙ୍କର ଜନ୍ମ ଗ୍ରହଣ କିଭଳି ହୋଇଥିଲା ଏବଂ ଡିସେମ୍ବର ୨୫ରେ ହିଁ କାହିଁକି ଖ୍ରୀଷ୍ଟମାସ ସେଲିବ୍ରେସନ କରାଯାଏ ସେ ସବୁ ସମ୍ପର୍କରେ ଜାଣିବା ଏହି ଭିଡ଼ିଓରେ..