Categories: ଜାତୀୟ

୧.୬୫ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ: ଜଣେ ଗିରଫ

ଆଇଜଲ,୧୫।୯:ମିଜୋରାମର ଚମ୍ପାଇ ଜିଲାର ଜୋଖୱାଥର୍‌ ଅଞ୍ଚଳରୁ ଆସାମ ରାଇଫଲ୍ସ ଅଧିକାରୀ ପ୍ରାୟ ୧.୬୫ କୋଟି ଟଙ୍କା ମୂଲ୍ୟର ୨୩୭ ଗ୍ରାମ ହେରୋଇନ୍‌ ଜବତ କରିଛନ୍ତି। ଏହାସହ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ନିଷିଦ୍ଧ ପଦାର୍ଥ ନିଜ ପାଖରେ ରଖିବା ଅଭିଯୋଗରେ ଗିରଫ କରାଯାଇଛି।
ଅଭିଯୁକ୍ତ ଏବଂ ଜବତ ସାମଗ୍ରୀ ଜୋଖୱାଥର ପୋଲିସକୁ ହସ୍ତାନ୍ତର କରାଯାଇଛି। ଆସାମ ରାଇଫଲ୍ସ ଏକ ବିବୃତ୍ତି ଜାରି କରି କହିଛି ଯେ, ପୋଲିସ ନିଜ ଇଚ୍ଛାନୁସାରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Share